ଓଡ଼ିଶା ଖବରନ୍ୟୁଜ୍

ଶିକ୍ଷା ସଚେତନତା ରଥ ଶୁଭାରମ୍ଭ

ଶିକ୍ଷା ସଚେତନତା ରଥ ଶୁଭାରମ୍ଭ

ରାୟଗଡା :- (ରିପୋର୍ଟ-ପ୍ରସାଦ ସାହୁକାର)ବିଷମକଟକ ବ୍ଲକ ଓ ମୁନିଗୁଡା ବ୍ଲକ ଅନ୍ତର୍ଗତ ଗୋଷ୍ଟି ଶିକ୍ଷା କେନ୍ଦ୍ର ଠାରୁ ପ୍ରତେକ ପଞ୍ଚାୟତ ଓ ଗ୍ରାମରେ ଶିକ୍ଷା ସଚେତନତା ରଥ ପରିକ୍ରମା କରି ଓ ଅଭିବାବକ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରତେକ ସ୍କୁଲର ପିଲାମାନଙ୍କ କିବୋଲି ସଚେତନତା ହେବେ ତାହା ନେଇ ଶିକ୍ଷା ରଥ 19ରୁ 23 ପଯ୍ୟନ୍ତ ଏହି ଶିକ୍ଷା ରଥ ପରିବ୍ରମଣ କରିବ ବୋଲି ସି ଆର ସିସି ହରିଦୁର ବାତ୍ରା କହି ଛନ୍ତି।

ଝିଆରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦୀବକର ସେନାପତି ମଧ୍ଯ ଉପସ୍ଥିତ ରହି ପିଲାମାନେ ଓ ଗ୍ରାମର କିଛି ମହିଲା ସଚେତନତା କରି ଏହି ଶିକ୍ଷା ରଥରେ ପୁଷ୍ପ ମାଲ୍ୟାର୍ପଣ ଏବଂ ଦୁପ ଦିପଦ ଦେଇ ପୁଜା ଅର୍ଜନ କରିଥିଲେ ।ସିଆର ସିସି ଡୁକୁମ ରାଜେଶ କୁମାର ବିଶ୍ବାଳ ମଧ୍ଯ ଏହି ଶିକ୍ଷା ରଥରେ ପରିକ୍ରମା ସଚେତନତା ପିଲାମାନଙ୍କୁ କରାଉ ଛନ୍ତି।

ସେହି ବୋଲି ମୁନିଗୁଡା ବ୍ଲକର ଗୋଷ୍ଟି ଶିକ୍ଷା କେନ୍ଦ୍ର ଠାରେ ଶିକ୍ଷା ରଥ ଶୁଭାରମ୍ଭ ହୋଇଥିଲା ବିଡିଓ ଦିଲ୍ଲୀପ କୁମାର ବେହେରା, ଆଇ ଆଇସି ସୁଜ୍ଞନୀ ସାହୁ, ତହସିଲ ଦାର ଦେବାଶିଷ ଗୌଡ, ସି ଆର ସି ସିମାଞ୍ଚଳ ନେମାଳିପୁରୀ ,ଗୋଷ୍ଟି ଶିକ୍ଷା ଅଧିକାରୀ ଭି ଭାସ୍କର ରାଓ ଉପସ୍ଥିତରେ ଏହି ଶିକ୍ଷା ରଥ ଶୁଭାରମ୍ଭ କରିଥିଲେ।

Related posts

ତିନି ବର୍ଷର ଶିଶୁ ପୁଅର ମୁଣ୍ଡ କାଟି ହତ୍ୟା କଲା ମା

Odisha Halchal

ଐତିହାସିକ ବିଜୟ ଉତ୍ସବ ପାଳନ କଲେ ବିଧାୟକ

Odisha Halchal

ଶର୍ମିଷ୍ଠାଙ୍କ ଖେଳ ଶେଷ, ଭଦ୍ରକ ଜିଲ୍ଲା ନଳାଙ୍ଗ ରୁ ଗିରଫ କଲା କ୍ରାଇମବ୍ରାଞ୍ଚ,ସହଯୋଗୀ ମଧ୍ୟ ଗିରଫ

Odisha Halchal

Leave a Comment