ଅପରାଧଓଡ଼ିଶା ଖବରନ୍ୟୁଜ୍

ସିଲଭର ସିଟିରେ ଶବ୍ଦ ପ୍ରଦୂଷଣ ରୋକିବାକୁ ପୋଲିସର ପଦକ୍ଷେପ

ସିଲଭର ସିଟିରେ ଶବ୍ଦ ପ୍ରଦୂଷଣ ରୋକିବାକୁ ପୋଲିସର ପଦକ୍ଷେପ

ସିଲଭର ସିଟିରେ ଶବ୍ଦ ପ୍ରଦୂଷଣ ରୋକିବାକୁ ପୋଲିସର ପଦକ୍ଷେପ, ସାଇଲେନ୍ସ ବିକ୍ରି ଉପରେ ଲାଗିଲା କଟକଣା
ଭୁବନେଶ୍ବର ପରେ କଟକରେ ସାଇଲେନ୍ସର୍ ବିକ୍ରି ଉପରେ ଲାଗିଲା ରୋକ । ଏଥିପାଇଁ କଟକର ବିଭିନ୍ନ ସାଇଲେନ୍ସର୍ ବିକ୍ରି ଦୋକାନରେ ଚଢାଉ ହୋଇଛି । ଏହାସହ ସାଇଲେନ୍ସର୍ ଲାଗିଥିବା ଗାଡିର ଯାଞ୍ଚ କରିଛି ଟ୍ରାଫିକ ପୋଲିସ । ୬୨ଟି ସାଇଲେନ୍ସର ସହ ୨୦ଟି ସାଇଲେନ୍ସର ଲଗା ବୁଲେଟ ଜବତ ହୋଇଛି ।

ଶବ୍ଦ ପ୍ରଦୂଷଣ ଉପରେ ରୋକ ଲଗାଇବାକୁ କମିଶନରେଟ ପୋଲିସର ପଦକ୍ଷେପ । ପୂର୍ବରୁ ଗତ କିଛିଦିନ ତଳେ ରାଜଧାନୀରେ ଭୁବନେଶ୍ୱରରେ ଏପରି କଟକଣା ଲାଗୁ ହୋଇଥିଲା । ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଗାଡିରେ ଶବ୍ଦଯୁକ୍ତ ସାଇଲେନ୍ସର ନଲଗାଇବାକୁ ବାରଣ କରିଥିଲା ପୋଲିସ ।

Related posts

ମୌଳିକ ସୁବିଧା ରୁ ବଞ୍ଚିତ ଆଦିବାସୀ

Odisha Halchal

ଜେଲ୍‌ ପରିସରରେ ଥିବା ଗଛରେ ଗାମୁଛା ଲଗାଇ କଏଦୀର ଅତ୍ମହତ୍ୟା

Odisha Halchal

ଚାଲାଣ ସମୟରେ ମ୍ୟାକ୍ସ ପିକ୍ ଅପ ସହ ୧୦୮୯ କିଲୋ ଗଞ୍ଜେଇ ଜବତ ଜଣେ ଗିରଫ

Odisha Halchal

Leave a Comment