ଅପରାଧଓଡ଼ିଶା ଖବରନ୍ୟୁଜ୍

ସିଲଭର ସିଟିରେ ଶବ୍ଦ ପ୍ରଦୂଷଣ ରୋକିବାକୁ ପୋଲିସର ପଦକ୍ଷେପ

ସିଲଭର ସିଟିରେ ଶବ୍ଦ ପ୍ରଦୂଷଣ ରୋକିବାକୁ ପୋଲିସର ପଦକ୍ଷେପ

ସିଲଭର ସିଟିରେ ଶବ୍ଦ ପ୍ରଦୂଷଣ ରୋକିବାକୁ ପୋଲିସର ପଦକ୍ଷେପ, ସାଇଲେନ୍ସ ବିକ୍ରି ଉପରେ ଲାଗିଲା କଟକଣା
ଭୁବନେଶ୍ବର ପରେ କଟକରେ ସାଇଲେନ୍ସର୍ ବିକ୍ରି ଉପରେ ଲାଗିଲା ରୋକ । ଏଥିପାଇଁ କଟକର ବିଭିନ୍ନ ସାଇଲେନ୍ସର୍ ବିକ୍ରି ଦୋକାନରେ ଚଢାଉ ହୋଇଛି । ଏହାସହ ସାଇଲେନ୍ସର୍ ଲାଗିଥିବା ଗାଡିର ଯାଞ୍ଚ କରିଛି ଟ୍ରାଫିକ ପୋଲିସ । ୬୨ଟି ସାଇଲେନ୍ସର ସହ ୨୦ଟି ସାଇଲେନ୍ସର ଲଗା ବୁଲେଟ ଜବତ ହୋଇଛି ।

ଶବ୍ଦ ପ୍ରଦୂଷଣ ଉପରେ ରୋକ ଲଗାଇବାକୁ କମିଶନରେଟ ପୋଲିସର ପଦକ୍ଷେପ । ପୂର୍ବରୁ ଗତ କିଛିଦିନ ତଳେ ରାଜଧାନୀରେ ଭୁବନେଶ୍ୱରରେ ଏପରି କଟକଣା ଲାଗୁ ହୋଇଥିଲା । ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଗାଡିରେ ଶବ୍ଦଯୁକ୍ତ ସାଇଲେନ୍ସର ନଲଗାଇବାକୁ ବାରଣ କରିଥିଲା ପୋଲିସ ।

Related posts

ପୁଣି ଲାଗିଲା ଅଞ୍ଚଳରେ ମାଓବାଦୀ ବ୍ୟାନର ଓ ପୋଷ୍ଟର

Odisha Halchal

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ ଜେଲ୍‌

Odisha Halchal

ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କଲେ ଜିଲ୍ଲାପାଳ

Odisha Halchal

Leave a Comment