ଅପରାଧଓଡ଼ିଶା ଖବରନ୍ୟୁଜ୍

ଚିଲିକା ବିଧାୟକଙ୍କୁ ମାଡ଼ ମାରିବା ଘଟଣାରେ ୯ଜଣ ଙ୍କୁ ଗିରଫ କଲା ପୋଲିସ୍‌

ଚିଲିକା ବିଧାୟକଙ୍କୁ ମାଡ଼ ମାରିବା ଘଟଣାରେ ୯ଜଣ ଙ୍କୁ ଗିରଫ କଲା ପୋଲିସ୍‌

ଚିଲିକା ବିଧାୟକଙ୍କୁ ମାଡ଼ ମାରିବା ଘଟଣାରେ ଏବେ ଗିରଫ ହୋଇଛନ୍ତି ସ୍ଥାନୀୟ ଲୋକମାନେ ଯେଉଁମାନେ ଉତ୍ୟକ୍ତ ହୋଇ ବିଧାୟକଙ୍କୁ ମାଡ଼ ମାରିଥିଲେ ।

ଭେଟେଶ୍ୱର ଓ ବାଆଁଳୋଇ ଗାଁର ୯ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗତ ୧୨ ତାରିଖରେ ବିଧାୟକ ବାଣପୁର ବ୍ଲକ ସାମ୍ନାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ।

ଏହା ପରେ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ବିଧାୟକଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଲହୁଲୁହାଣ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।

ପରେ ମେଡ଼ିକାଲରୁ ଡ଼ିସଚାର୍ଜ ହେବା ପରେ ଗିରଫ ହୋଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ତେବେ ବିଜେପି କର୍ମୀଙ୍କ ଉପରେ ଗାଡ଼ି ମଡେଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ ।

ଖୋର୍ଦ୍ଧା ବାଣପୁର ବ୍ଲକ କାର‌୍ୟ୍ୟାଳୟ ନିକଟରେ ଘଟିଥିଲା ଏହି ଘଟଣା । ବିଧାୟକଙ୍କ ଗାଡି ଧକ୍କାରେ ଆହତ ହୋଇଥିଲେ ୨୫ ଜଣ ।

Related posts

ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ

Odisha Halchal

ଟ୍ରେନ୍‌ ଲାଇନ୍‌ରେ ବିସ୍ଫୋରଣ କଲେ ନକ୍ସଲ! ରାଜଧାନୀ ଏକ୍ସପ୍ରେସ୍‌ ସମେତ ୭ଟି ଟ୍ରେନ୍‌ର ବଦଳିଲା ଗତିପଥ

Odisha Halchal

ଦେବଗଡ଼ ଡାକ୍ତରଖାନାରୁ ବୁର୍ଲା ସ୍ଥାନାନ୍ତର ହେଲେ ଗିରଫ ବିଧାୟକ

Odisha Halchal

Leave a Comment