ଓଡ଼ିଶା ଖବରନ୍ୟୁଜ୍

ନଦୀରୁ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର

ନଦୀରୁ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର

କଟକ:-ନଦୀରୁ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର କଲେ ସ୍ଥାନୀୟ ଲୋକେ। କଟକ ଜିଲ୍ଲା ମାହାଙ୍ଗାଥାନା ବିରୂପା ନଦୀ କୁସୁପୁର ନିକଟରେ ନଦୀରେ ଲାଗିଛି ଅଜଣାବ୍ୟକ୍ତିର ମୃତ ଦେହ ।

ସୁଚନା ମୁତାବକ ଆଜି ମଧ୍ୟାନ୍ନରେ ଗାଁ ଲୋକେ ନଦୀରେ ଗାଧୋଇବାକୁ ଯାଉଥିବା ସମୟରେ ଏକ ଅଜଣା ଯୁବକ ର ମୃତ ଦେହ ଲାଗିଥିବା ଦେଖି ମାହାଙ୍ଗାଥାନା ପୋଲିସ କୁ ଖବର ଦେଇଥିଲେ।

ଘଟଣା ସ୍ଥଳରେ ମାହାଙ୍ଗା ପୋଲିସ ପହଂଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟ ମାମଲା ରଜୁକରି ଶବବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।ବାଗସରପୁର ପିଙ୍ଗୁଳାଇ ଘାଟ ନିକଟରୁ ଏହି ବ୍ୟକ୍ତିଙ୍କର ମୂର୍ତ୍ୟ ଦେହ ଉଦ୍ଧାର କରାଯାଇଛି l ସୂଚନା ଯୋଗ୍ୟ ଏହି କି ଯେ ବିରୂପା ନଦୀରୁ ଉଦ୍ଧାର ପରେ ମୂର୍ତ୍ୟ ବ୍ୟକ୍ତି ଜଣାପଡିଛନ୍ତି l ପରିଚୟ ମିଳିପାରିନି l

Related posts

ଶିଖରଚଣ୍ଡୀ ପାହାଡ଼ ତଳୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Odisha Halchal

ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

Odisha Halchal

ଖୋଲିବ ବହୁଚର୍ଚ୍ଚିତା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର

Odisha Halchal

Leave a Comment