ଅପରାଧଓଡ଼ିଶା ଖବରନ୍ୟୁଜ୍

ଖୋଲିବ ବହୁଚର୍ଚ୍ଚିତା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର

ଖୋଲିବ ବହୁଚର୍ଚ୍ଚିତା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର

ଅର୍ଚ୍ଚନା ନାଗ ହନିଟ୍ରାପ୍: ପୋଲିସ୍ ହାତରେ ଲାଗିଲା ଇ.ମେଲ ଆଇ.ଡି, ମିଳିଲା ଅନେକ ଅଶ୍ଲୀଳ ଫଟୋ ଖୋଲିବ ବହୁଚର୍ଚ୍ଚିତା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର।ତାଙ୍କ ପାଖରୁ ଜବତ ହୋଇଥିବା ପେନ ଡ୍ରାଇଭର ଛାନଭିନ୍ କରୁଛି ପୋଲିସ । ଅର୍ଚ୍ଚନା ନାଗଙ୍କ ଲାପଟପରେ ଥିବା ତଥ୍ୟକୁ ନେଇ ବି ଖୋଳତାଡ଼ କରିବ ପୋଲିସ।

ଅର୍ଚ୍ଚନା ମୁମ୍ବାଇ ଓ କୋଲକାତାରୁ ଯୁବତୀ ଆଣି ହନିଟ୍ରାପ ଟଳାଉଥିଲା ବୋଲି ସୂଚନା ମିଳିଛି।ତେବେ କେଉଁମାନଙ୍କୁ ବ୍ଲାକମେଲ୍ କରି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ସେମାନଙ୍କଠାରୁ କେତେ ଟଙ୍କା ଲଟିଛନ୍ତି, ସେନେଇ ବି ଖୋଳତାଡ଼ କରିବ ପୋଲିସ।ତେବେ ଏହି ଘଟଣାରେ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କର ଫେସ୍ ବୁକ ଆକାଉଣ୍ଟ ବନ୍ଦ କରିଛି ପୋଲିସ।

ଜଗବନ୍ଧୁଙ୍କ ଫେସବୁକ ଆକାଉଣ୍ଟରେ ରହିଥିଲା ଅନେକ ତଥ୍ୟ। ଅନେକ ରାଜନୀତିକ ତଥ୍ୟ ସାମ୍ନା କୁ ଆସୁଥିଲା। ଅନ୍ୟପଟେ
ପୋଲିସ ହାତରେ ଇ.ମେଲ ଆଇ.ଡି. ଲାଗିଛି। ଏହି ମେଲ୍ ରୁ ୨୦ ଦେହଜୀବିଙ୍କ ଫଟୋ ଓ ତଥ୍ୟ ମିଳିଥିବା ସୂଚନା। ଲେଡି ବ୍ଲାକମେଲର ମେଲ ରେ ରହିଛି ୬୪ ଜଣ ରାଜନେତା, ଫିଲ୍ମ ପ୍ରଯୋଜକ, ବିଲଡର, ରେଳୱେ ଅଧିକାରୀଙ୍କ ଅଶ୍ଲୀଳ ଫଟୋ ।
ସମସ୍ତଙ୍କୁ ବ୍ଲାକମେଲିଂ କରୁଥିଲା ଲେଡି ବ୍ଲାକମେଲର । ତେବେ ଏନେଇ ଅଧିକ ଖୋଳତାଡ ଚାଲିଛି।

Related posts

ଜିଲ୍ଲାପାଳଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର

Odisha Halchal

ଦୁର୍ନୀତିରେ ଲିପ୍ତ ଶିକ୍ଷକ !

Odisha Halchal

ଗୋଟିଏ ଦିନରେ ଚାରୋ ଚାରୋଟି ଶବ

Odisha Halchal

Leave a Comment