ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ଜାନ ଭବନର ଶିଳାନ୍ୟାସ କଲେ ମନ୍ତ୍ରୀOdisha HalchalMarch 4, 2024 by Odisha HalchalMarch 4, 20240356 ନୂଆପଡ଼ା:-ଓଡ଼ିଶା ହାଲଚାଲ(ରିପୋର୍ଟ-ଚେତୁରାମ ପ୍ରଧାନୀ)ନୂଆପଡା ଜିଲ୍ଲା ସ୍ଥାନୀୟ ପୋଲିସ ପଡିଆଠାରେ ସାମ୍ବାଦିକ ଭବନ ପାଇଁ ଶିଳାନ୍ୟାସ ପାଇଁ ମୁଖ୍ୟ ଅତିଥି ଭାବେ ଯୋଜନା ଓ ସମନ୍ୱୟ ମନ୍ତୀ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ ଯୋଗଦାନ କରିଥିଲେ ।
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବରଭୟାବହ ଟ୍ରେନ ଦୁର୍ଘଟଣାର କାରଣ କହିଲେ ମନ୍ତ୍ରୀOdisha HalchalMarch 4, 2024 by Odisha HalchalMarch 4, 2024089 ଆନ୍ଧ୍ର: ୦୪/୦୩(ଓଡ଼ିଶା ହାଲଚାଲ୍ ବ୍ୟୁରୋ) ୨୦୨୩ ଅକ୍ଟୋବର ୨୯ ତାରିଖ ୨ଟି ପାସେଞ୍ଜର ଟ୍ରେନ ଦୁର୍ଘଟଣା ହୋଇଥିଲା। ଏଥିରେ ୧୪ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ତେବେ ଉକ୍ତ ୨ ଟ୍ରେନ ମଧ୍ୟରୁ ଗୋଟିଏ ଟ୍ରେନର
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକOdisha HalchalMarch 4, 2024 by Odisha HalchalMarch 4, 2024047 ଗୁଡ଼ାରୀ:- (ଓଡିଶା ହାଲଚାଲ) ରବିବାର ଦିନ ବିଭିନ୍ନ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗୋ l ଗୁଡ଼ାରୀ ବ୍ଳକ ପେଣ୍ଡିଲି ଗ୍ରାମପଞ୍ଚାୟତର ଢେପାଗୁଡ଼ା ଠାରେ ନୂତନ ଭାବେ ନିର୍ମିତ
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ଜୀବନ ପାଇଁ ଦୁଇ ବୁନ୍ଦାOdisha HalchalMarch 4, 2024 by Odisha HalchalMarch 4, 2024051 ଗୁଡ଼ାରୀ:- (ଓଡ଼ିଶା ହାଲଚାଲ ) ୩ ମାର୍ଚ୍ଚ ବିଶ୍ବ ପୋଲିଓ ଦିବସ, ଜୀବନ ପାଇଁ ଦୁଇ ବୁନ୍ଦା l ଜୀବନ ପାଇଁ ଦୁଇ ବୁନ୍ଦା। ଜନ୍ମରୁ ୫ ବର୍ଷର ଶିଶୁଙ୍କୁ ଅତ୍ୟନ୍ତ ଜରୁରୀ ପୋଲିଓ
ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବରଗୋଟିଏ ଦିନରେ ଚାରୋ ଚାରୋଟି ଶବOdisha HalchalMarch 3, 2024 by Odisha HalchalMarch 3, 2024036 ରାଜନଗର :-କେନ୍ଦ୍ରାପଡା ତାଳଚୁଆ ରାଜନଗର ଅଞ୍ଚଳରେ ଶବର ତାଣ୍ଡବ ଗୋଟିଏ ଦିନରେ ଚାରୋ ଚାରୋଟି ଶବ ଯାହା ସାରା ଅଞ୍ଚଳକୁ ସ୍ତବ୍ଦ କରିଦେଇଛି । ପ୍ରଥମେ ସକାଳୁ ସକାଳୁ ରଙ୍ଗଣୀ ପଞ୍ଚାୟତ ଚାଆଁରା କୋଲ୍ହା
ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବରମନିପର୍ସରୁ ମହାଭାରତOdisha HalchalMarch 3, 2024 by Odisha HalchalMarch 3, 2024035 ବାରିପଦା:-(ଓଡିଶା ହାଲଚାଲ) ମନିପର୍ସରୁ ମହାଭାରତ। ଯୁବକଙ୍କୁ ପିଟି ପିଟି ହତ୍ୟା। ବାରିପଦା ସୁନଗଡିଆରେ ଅଭାବନୀୟ ଘଟଣା ଘଟିଛି । ଶନିବାର ସୁନଗଡିଆରେ ଥିବା ଟିବି ହସ୍ପିଟାଲ ଆଗରେ ରାମଚନ୍ଦ୍ର ମୁଖି ନାମକ ଯୁବକ ଏକ
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବରବ୍ୟବସାୟକଟକର ରୁପା ତାରକସୀକୁ ଜିଆଇ ମାନ୍ୟତାOdisha HalchalMarch 3, 2024 by Odisha HalchalMarch 3, 2024025 କଟକ:-(ରିପୋର୍ଟ -ତୁଷାର ଜ୍ୟୋତି ନାୟକ )ରାଜ୍ୟର ବିଭିନ୍ନ ଜିଲାର ପ୍ରସିଦ୍ଧ ସାମଗ୍ରୀ ଜିଆଇ ମାନ୍ୟତା ପାଇବା ପରି କଟକର ବିଶ୍ୱ ପ୍ରସିଦ୍ଧ ତାରକସୀ କାରୁକାର୍ଯ୍ୟକୁ ଜିଆଇ ମାନ୍ୟତା ମିଳିଥିବା ସୂଚନା ମିଳିଛି। ଏଥିନେଇ ଜିଓଗ୍ରାଫିକାଲ
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବରବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକOdisha HalchalMarch 3, 2024 by Odisha HalchalMarch 3, 2024043 ମାଲକାନଗିରି:-(ରିପୋର୍ଟ-କ୍ରିଷ୍ନପଦ ରାୟ) ବିଜେଡିର ବରିଷ୍ଠ ନେତା ତଥା ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି ଦଳରୁ ଇସ୍ତଫା ଦେଇଛନ୍ତି। ଏପରିକି ବିଜେଡିର ପ୍ରାଥମିକ ପଦରୁ ସେ ଇସ୍ତଫା ଦେଇଛନ୍ତି। ଶ୍ରୀ ସୋଡ଼ି ୨୦୦୯ ମସିହାରେ
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବନାଞ୍ଚଳ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନାOdisha HalchalMarch 3, 2024 by Odisha HalchalMarch 3, 2024050 ମାଲକାନଗିରି:-(ରିପୋର୍ଟ- କ୍ରିଷ୍ନପଦ ରାୟ ) ଜିଲ୍ଲା ସଦରମହକୁମା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ମାଲକାନଗିରି ଜିଲ୍ଲାରେ ଦୀର୍ଘ ବର୍ଷ ଧରି ନିଜର କାର୍ଯ୍ୟ ସମ୍ପାଦନ କରିଥିବା ବନାଞ୍ଚଳ ଅଧିକାରୀ
ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବରବ୍ୟବସାୟନକଲି ମଦ କାରଖାନା ଉପରେ ଚଢାଉOdisha HalchalMarch 2, 2024 by Odisha HalchalMarch 2, 2024047 ନୂଆପଡ଼ା:-ଓଡ଼ିଶା ହାଲଚାଲ(ରିପୋର୍ଟ-ଚେତୁରାମ ପ୍ରଧାନୀ)ନକଲି ବିଦେଶୀ ମଦ କାରଖାନା ଉପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ଜଣେ ଅଭିଯୁକ୍ତ ଗିରଫ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ସାଲେପଡା ଗାଁରେ ନକଲି ବିଦେଶୀ