ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ

ମାଲକାନଗିରି:-(ରିପୋର୍ଟ-କ୍ରିଷ୍ନପଦ ରାୟ) ବିଜେଡିର ବରିଷ୍ଠ ନେତା ତଥା ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି ଦଳରୁ ଇସ୍ତଫା ଦେଇଛନ୍ତି। ଏପରିକି ବିଜେଡିର ପ୍ରାଥମିକ ପଦରୁ ସେ ଇସ୍ତଫା ଦେଇଛନ୍ତି।

ଶ୍ରୀ ସୋଡ଼ି ୨୦୦୯ ମସିହାରେ ବିଜେଡି ଦଳରେ ରହି ଟିକେଟ ପାଇଥିଲେ ଏଥିସହିତ ସେ ମାଲକାନଗିରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ତେବେ ଏହା ପରେ ସେ ୨୦୧୯ ମସିହାରେ ମଧ୍ୟ ଦଳ ପକ୍ଷରୁ ଟିକେଟ ପାଇଁ ଲଢେଇ କରିଥିବା ବେଳେ ପରାଜୟର ସ୍ବୀକାର ହୋଇଥିଲେ।

ଦଳରେ ଅବହେଳା, ବରିଷ୍ଠ କର୍ମୀଙ୍କୁ ଅଣଦେଖା ଓ ଦଳୀୟ କାର୍ଯ୍ୟରେ ସାମିଲ ନକରିବା କାରଣରୁ ସେ ଦଳ ଛାଡିଥିବା କହିଛନ୍ତି। ଏପରିକି ଆଗକୁ ସେ ବିଜେପି ରେ ସାମିଲ ହେବେ ବୋଲି ପ୍ରକାଶ କରିଛନ୍ତି।

Related posts

‘ରୋୟାଲ ଏନ୍‌ଫିଲ୍ଡ’ର ଗ୍ରାହକଙ୍କୁ ବଡ଼ ଝଟକା, କଂପାନୀ ବଢ଼ାଇଲା ନିଜର ସମସ୍ତ ବାଇକ୍‌ର ଦର

Odisha Halchal

ଓଡ଼ିଶାର ମାନ ରଖିଲେ ଗାନ୍ଧୀଜୀ ଵିଦ୍ୟାପିଠ

Odisha Halchal

ରିଲାଏନ୍ସର ବଡ ରେକର୍ଡ

Odisha Halchal

Leave a Comment