ଗୁରୁ-ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ, ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍ ପଠାଇ ବନ୍ଧା ହେଲେ ସ୍କୁଲ ଅଧ୍ୟକ୍ଷ
ଗୁରୁ-ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ । ଜଣେ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଶିକ୍ଷକ ଦେଉଥିବାର ଅଭିଯୋଗ ହୋଇଥିଲା । ବିଭିନ୍ନ ସମୟରେ ଅସଦ ବ୍ୟବହାର କରିବା ସହ ଅଶ୍ଳୀଳ ମେସେଜ୍ ମଧ୍ୟ ପଠାଉଥିଲେ...