ଅପରାଧଓଡ଼ିଶା ଖବରନ୍ୟୁଜ୍

ଜନ୍ମ ସମୟରେ ଦାନ୍ତ ଉଠିଥିଲା ବୋଲି କୁକୁର ସହ ଶିଶୁକନ୍ୟାକୁ କରିଦେଲେ ବିବାହ

ଜନ୍ମ ସମୟରେ ଦାନ୍ତ ଉଠିଥିଲା ବୋଲି କୁକୁର ସହ ଶିଶୁକନ୍ୟାକୁ କରିଦେଲେ ବିବାହ

ଜନ୍ମ ସମୟରେ ଦାନ୍ତ ଉଠିଥିଲା ବୋଲି କୁକୁର ସହିତ ଏକ ଶିଶୁକନ୍ୟାର ବିବାହ କରାଯାଇଛି । ଗତକାଲି ସାରା ବିଶ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି । ଗୋଟିଏ ପଟେ ସମସ୍ତେ ମହିଳାଙ୍କ ଯଷଗାନ କରାଯାଉଛି, ନାରୀ ସଶକ୍ତିକରଣ ଏବଂ ବାଲ୍ୟ ବିବାହ ରୋକିବାକୁ ବିଭିନ୍ନ ଅଭିଯାନ କରାଯାଉଛି । ତେବେ ଏହି ସମୟରେ ଗତକାଲି ଢେଙ୍କାନାଳ ଜିଲ୍ଲାର ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକରୁ ଜଣେ ନାବାଳିକାଙ୍କୁ ନେଇ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି ।

ଜନ୍ମ ସମୟରେ ମାଢିରେ ଦାନ୍ତ ଉଠିଥିବାରୁ ଅନ୍ଧବିଶ୍ୱାସ ଏବଂ ଶିଶୁର ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ୧୦ ବର୍ଷର ଶିଶୁକନ୍ୟାର ଏକ କୁକୁର ସହତ ବିବାହ କରିଦିଆଯାଇଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଜଣାପଡିଛି ଯେ ପ୍ରତିବର୍ଷ ଏହିପରି ଘଟଣା ଘଟୁଛି । ଖବର ମୁତାବକ ଜିଲ୍ଲା ଶିଶୁ ସୁରକ୍ଷାପାଖରେ ଏହି ଘଟଣା ବିଷୟରେ ସୂଚନା ଥିଲେ ମଧ୍ୟ ସଚେତନତା ସୃଷ୍ଟି କରିବାକୁ ଆନ୍ତରିକତା ପ୍ରକାଶ ପାଉନାହିଁ ।

Related posts

ଲିଭ ଇନ ରିଲେସନଶିପରେ ସଂପର୍କ ଖରାପ ହେଲେ ଦୁଷ୍କର୍ମ ଅଭିଯୋଗ ଲଗାଯାଇ ପାରିବ ନାହିଁ

Odisha Halchal

ଉଦଯାପିତ ହେଲା ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

Odisha Halchal

ଜୁଈରେ ଜଳୁଛି ସ୍ତ୍ରୀର ଚିତା, ସ୍ୱାମୀ ଫେରାର

Odisha Halchal

Leave a Comment