ଓଡ଼ିଶା ଖବରନ୍ୟୁଜ୍

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଓ ସମାବେଶ

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଓ ସମାବେଶ

ରାୟଗଡା:-(ସ:ପ୍ର: ଓଡିଶା ହାଲଚାଲ)ମୁନିଗୁଡା ବ୍ଲକ ଅନ୍ତର୍ଗତ ଜଳ ସେଚେନ ପ୍ରକଳ୍ପ ଅଧୀକାରୀ ଏସ୍ ଡି ଓ ଶ୍ରୀଯୁକ୍ତ ମନୋରଞ୍ଜନ ହାଂସଦା ଙ୍କ ନେତୃତ୍ବରେ ମୁନିଗୁଡା ଜଳସେଚନ ପ୍ରକଳ୍ପ ବିଭାଗ ଅଫିସ ସମ୍ମୁଖରେ ପ୍ରତ୍ୟେକ ପାଣି ପଞ୍ଚାୟତ କମିଟି କୁ ନେଇ ଓ କୁଷକ ସଂଗଠନ ସମାବେଶ ଅନୁଷ୍ଠିତ ହୋଇଥିଲା।

ଏହି ପାଣି ପଞ୍ଚାୟତ ସମାବେଶରେ, ଅନୁସୂଚିତ ଜାତି ଓ ଜନଜାତିର ପଛୁଆବର୍ଗ ତଥା ଆଇନ୍ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁଖ୍ଯ ଅତିଥିରୁପେ ଯୋଗ ଦେଇ ଉପସ୍ଥିତି ପ୍ରତେକ କୁଷକ ଓ ପାଣି ପଞ୍ଚାୟତ ସଦସ୍ଯ ଓ ସଭ୍ଯ ସଭ୍ଯା ମାନଙ୍କୁ ନେଇ ମାନ୍ୟବର ମନ୍ତ୍ରୀ ଚାଷୀମାନଙ୍କୁ ବିଭିନ୍ନ ଚାଷ ଅମଲ ବିଷୟରେ ଓ ପାଣି ପଞ୍ଚାୟତ କିପରି ଗଠନ କରାଯିବା ଏବଂ ପାଣି ପଞ୍ଚାୟତ କଣ ଗଠନ କିପରି ହୁଏ ଏବଂ କିପରି କାର୍ଯ୍ଯ କାରିତା ହେଇ ପାରିବ ପାଣି ପଞ୍ଚାୟତର ଦାଇତ୍ବ କଣ କେମିତି ରହିବା ଦରକାର ବିଭିନ୍ନ ପ୍ରକାର ଏହି ସବୁ କାର୍ଯ୍ୟକ୍ରମ ନିଶ୍ଚିତ ସ୍ବାଗତଯୋଗ୍ୟ ପଦକ୍ଷେପ ଆମର ଓଡ଼ିଶାର ପ୍ରିୟ ଶ୍ରୀଯୁକ୍ତ ମୁଖ୍ଯ ମନ୍ତ୍ରୀ ନବନୀ ପଟ୍ଟନାୟକ ତାଙ୍କର ଦୂଢ ନେତୃତ୍ବରେ ପ୍ରତେକ ସ୍ତରରେ କାର୍ଯ୍ଯ କିପରି ତ୍ବରାନ୍ବିତ ହୋଇ ପାରିବ ବୋଲି ଉଦବୋଧନ ଦେଇ ଥିଲେ।

ସେହିପରି ଓଡିଶାର ଏସି ଏସ୍ ଟି ଓ ଓବିଷି ମାନ୍ଯାରିଟି ଉପଦେଷ୍ଟା ଶ୍ରୀଯୁକ୍ତ ପୃଥିବୀରାଜ ସାହୁ ଉପସ୍ଥିତ ରହି କୁଷକ ଓ ପାଣି ପଞ୍ଚାୟତ ସଦସ୍ଯ ସଦସ୍ଯା ମାନଙ୍କୁ କିଛି ଉଦବୋଧନ ଦେଇ ସଚେତନ କରିଥିଲେ। ଏତିରେ ସମ୍ମାନିତ ଅତିଥି ମୁନିଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଖୀନି ନୁଣ୍ଡୁକା,ଜିଲ୍ଲା ପରଷଦ ଉପାଧକ୍ଷ୍ଯ ସନ୍ତୋଷ ସୁନା, ମୁନିଗୁଡା ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଶ୍ରୀ ସ୍ବରଶ୍ବତି ଶବର, ମୁନିଗୁଡା ଜିଲ୍ଲାପରିଷଦ ଅଧକ୍ଷା ମାଧବୀ କନ୍ଧପାଣି,ପୂର୍ବତନ ଶ୍ବତନ୍ତ୍ର ଜିଲ୍ଲା ଜାତି ଜନଜାତି ଉନ୍ନୟନ ପରିଷଦ ଅଧ୍ୟକ୍ଷ ତଥା ବିଷମକଟକ ନିର୍ବାଚନ ମଣ୍ଡଳିର ଲ୍ୟାମ୍ପ ଡାଇରେକ୍ଟର ଶ୍ରୀଯୁକ୍ତ ଜଗନ୍ନାଥ ନୁଣ୍ଡୁକା,

ବିଜେଡି ଜିଲ୍ଲା ସମ୍ପାଦକ ପୂର୍ଣଚନ୍ଦ୍ର ଗୌଡ,ବ୍ଲକ ବିଜେଡି ସଭାପତି ରତ୍ନଲାଲ ଜୈନ, ମୁନିଗୁଡା ପଞ୍ଚାୟତ ସମିତି ସଭ୍ଯା ମମତା ପ୍ରାସ୍କା,ଏ ଏ ଓ ହିମ୍ନାସୁ ଭୂଷଣ ମାହାନ୍ତି, କୂଷି ବିଭାଗର ପରିଚାଳକ ଶ୍ରୀ ଉତ୍ତମ କୁମାର ଦାଶ,ଉପସ୍ଥିତ ରହି ଥିବା ବେଲେ, ଜଳ ସଚେନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଏସ୍ କେ କର , ଜେଇ ଚିନ୍ମୟୀ, ଉକ୍ତ ସଭାକୁ ପରିଚାଳିତ କରିଥିଲେ। ସେହି ପରି ପାଣି ପଞ୍ଚାୟତର ଓ ଚାଷୀମାନଙ୍କ ମଧ୍ଯରେ ସୁରେନ୍ଦ୍ର ଗୌଡ, ଚିତ୍ତରଂଜନ ଗୌଡ, ଚନ୍ଦ୍ରଶେଖର ଯାଦବ, ନରେନ୍ଦ୍ର ହିଆଲ, ବି ଭେଙ୍କେଟ ରାମଣା ରାଓ, ଟୁନା କର କରିଆ, ଡମ୍ବରୁରୁ ଚୌଧୁରୀ , ଚନ୍ଦ୍ର ହାସ୍ଯ ପଲକିଆ,ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Related posts

ପୁଅର କଟୁରୀ ଚୋଟରେ ବାପା ଓ ଖୁଡ଼ିଙ୍କ ସମେତ ୫ ଜଣ ଗୁରୁତର

Odisha Halchal

ମହାକାଳପଡ଼ା ରେ ଜାତୀୟ ପ୍ରେସ୍ ଦିବସ ପାଳିତ

Odisha Halchal

ରିଲାଏନ୍ସର ବଡ ରେକର୍ଡ

Odisha Halchal

Leave a Comment