ଡ଼ମ୍ପର ଧକ୍କାରେ ସ୍ୱାମୀ ମୃତ,ସ୍ତ୍ରୀ ଗୁରୁତର,କ୍ଷତିପୂରଣ ନେଇ ପରିବାର ସହ ଗ୍ରାମବାସୀ ଙ୍କ ରାସ୍ତା ଅବରୋଧ
ନୂଆପଡା:-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ )ସିନାପାଲି ଥାନା ଅନ୍ତର୍ଗତ ଯୁଗେନପଦର ଫୋରୱେ ଛକ ନିକଟରେ ଏକ ଡ଼ମ୍ପର ଧକ୍କାରେ ସ୍ୱାମୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡିଛି। ମୃତ...