ଓଡ଼ିଶା ଖବରନ୍ୟୁଜ୍ବିଧାୟକ ମହୀଧରଙ୍କ ବିରୋଧରେ ତେଜୁଛି ଅସନ୍ତୋଷOdisha HalchalNovember 14, 2023 by Odisha HalchalNovember 14, 20230330 ବୌଦ୍ଧ (ବ୍ୟୁରୋ:- ଓଡିଶା ହାଲଚାଲ):- ସାଧାରଣ ନିର୍ବାଚନ ପୂର୍ବରୁ ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ମାହୋଲ ହଠାତ ଉଷ୍ମ ହେବାରେ ଲାଗିଛି । ବିଜେଡିର ଅନ୍ୟତମ ପୁରୁଖା ନେତା ତଥା ବୌଦ୍ଧ...
ଅପରାଧଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରବଙ୍ଗୋମୁଣ୍ଡାରେ ୧୪୪ ଧାରାOdisha HalchalOctober 26, 2023 by Odisha HalchalOctober 26, 20230240 କଣ୍ଟାବାଞ୍ଜି(ବ୍ୟୁରୋ ଓଡ଼ିଶା ହାଲଚାଲ):- ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ: ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ, ଫ୍ଲାଗମାର୍ଚ୍ଚ କଲା ପୁଲିସ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ାକୁ କେନ୍ଦ୍ର କରି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରବିଜୁ ଏକ୍ସପ୍ରେସ ୱେ ରେ ଦୁଇ ବାଇକ୍ ମୁହା ମୁହିଁ ଧକ୍କାOdisha HalchalOctober 25, 2023 by Odisha HalchalOctober 25, 20230280 ନୂଆପଡ଼ା(ବ୍ୟୁରୋ ଓଡ଼ିଶା ହାଲଚାଲ):-ବର୍ତ୍ତମାନ ର ବଡ଼ ଖବର ବିଜୁ ଏକ୍ସପ୍ରେସ ୱେ ରେ ସଡ଼କ ଦୁର୍ଘଟଣା,ଦୁଇ ବାଇକ୍ ମୁହା ମୁହିଁ ଧକ୍କା, ଘଟଣା ସ୍ଥଳ ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩...
ଓଡ଼ିଶା ଖବରନ୍ୟୁଜ୍ମନରେଗା ପାଉଣା ପାଇଁ ବି ଡ଼ି ଓ ଙ୍କୁ ଦାବିପତ୍ରOdisha HalchalOctober 25, 2023 by Odisha HalchalOctober 25, 20230285 ନୂଆପଡ଼ା (ବ୍ୟୁରୋ ଓଡ଼ିଶା ହାଲ ଚାଲ):- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ନୂଆଗାଁ ପଞ୍ଚାୟତ ର ଲୋହଡୋ ପାଳି ଗ୍ରାମ ର ଗତ ବର୍ଷ ୨୦୨୨/୨୦୨୩ ର ଜମି ମରାମତି କାମ ହୋଇଥିଲା ।...
ଓଡ଼ିଶା ଖବରନ୍ୟୁଜ୍ଛତ୍ରପୁର ତହସିଲଦାର ଭାବେ ଦିବ୍ୟା ମହାନ୍ତି ଙ୍କ ଦାୟିତ୍ୱ ଗ୍ରହଣOdisha HalchalOctober 25, 2023 by Odisha HalchalOctober 25, 20230264 ଛତ୍ରପୁର :- ଛତ୍ରପୁର ତହସିଲଦାର ଭାବେ ବୁଧବାର ଦିବ୍ୟା ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ 2018 ବ୍ୟାଚ ର ଓଏଏସ ଅଟନ୍ତି l ସେ ପୂର୍ବରୁ ବାଲେଶ୍ୱର ଜିଲ୍ଲାରେ ଡେପୁଟି କଲେକ୍ଟର...
ଓଡ଼ିଶା ଖବରନ୍ୟୁଜ୍ପୁଣି ବିବାଦ ଘେରକୁ ଆସିଛନ୍ତି ଶ୍ରମ ମନ୍ତ୍ରୀOdisha HalchalOctober 18, 2023October 21, 2023 by Odisha HalchalOctober 18, 2023October 21, 20230252 ସୁନ୍ଦରଗଡ:-ପୁଣି ବିବାଦ ଘେରକୁ ଆସିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ । ମନ୍ତ୍ରୀଙ୍କର ଗୋଟିଏ ପରେ ଗୋଟିଏ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି କେତେବଳେ ଡାକ୍ତର ତ କେତେବେଳେ ଟଙ୍କା ଉଡାଉଛନ୍ତି ।...
ଅପରାଧଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରତିର୍ତ୍ତୋଲ ବିଧାୟକଙ୍କ ପୁଣି ବଢ଼ିଲା ଅଡୁଆOdisha HalchalOctober 18, 2023 by Odisha HalchalOctober 18, 20230223 କଟକ:-ତିର୍ତ୍ତୋଲ ବିଧାୟକଙ୍କ ପୁଣି ବଢ଼ିଲା ଅଡୁଆ । ବିଧାୟକଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବାନ୍ଧବୀ ସୋମାଲିକା ଦାଶ । କଟକ ସବ ରେଜିଷ୍ଟ୍ରାର ଅଫିସରେ ସୋମାଲିକାଙ୍କ ପ୍ରତିକ୍ରିୟା। କହିଲେ, ବିବାହ ମାମଲାକୁ ନେଇ...
ଅପରାଧଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ପୋଲିସ ଅଧିକାରୀOdisha HalchalOctober 18, 2023 by Odisha HalchalOctober 18, 20230190 ମୟୂରଭଞ୍ଜ:-ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନାର ଏଏସଆଇ ସେହି ଅଞ୍ଚଳର ୧୭ ବର୍ଷର ଜଣେ ନାବାଳିକାଙ୍କୁ ନିଜ ପୁଅ-ଝିଅକୁ ଦେଖାଶୁଣା କରିବା ପାଇଁ ରଖିଥିଲେ। ଏଏସଆଇ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିବାର...
ନ୍ୟୁଜ୍ଏଆଇଟିୟୁସି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭOdisha HalchalAugust 9, 2023August 9, 2023 by Odisha HalchalAugust 9, 2023August 9, 20230380 ଅଗଷ୍ଟ କ୍ରାନ୍ତି ଦିବସ ଅଵସରରେ ଏଆଇଟିୟୁସି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବୀ ପତ୍ର ପ୍ରଦାନ lଆଜି ଅଗଷ୍ଟ 09କ୍ରାନ୍ତି ଦିବସ ଉପଲକ୍ଷେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକ ପକ୍ଷରୁ...
ଓଡ଼ିଶା ଖବରନ୍ୟୁଜ୍ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ଭୂମି ସମ୍ମାନOdisha HalchalJuly 18, 2023July 30, 2023 by Odisha HalchalJuly 18, 2023July 30, 20230385 ରାୟଗଡା(ଓଡିଶା ହାଲଚାଲ):-ଜିଲ୍ଲାପାଳ ଗ୍ରହଣ କରିଛନ୍ତି ଭୂମି ସମ୍ମାନ । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ...