ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ବିଜୁ ଏକ୍ସପ୍ରେସ ୱେ ରେ ଦୁଇ ବାଇକ୍ ମୁହା ମୁହିଁ ଧକ୍କା

ବିଜୁ ଏକ୍ସପ୍ରେସ ୱେ ରେ ଦୁଇ ବାଇକ୍ ମୁହା ମୁହିଁ ଧକ୍କା

ନୂଆପଡ଼ା(ବ୍ୟୁରୋ ଓଡ଼ିଶା ହାଲଚାଲ):-ବର୍ତ୍ତମାନ ର ବଡ଼ ଖବର ବିଜୁ ଏକ୍ସପ୍ରେସ ୱେ ରେ ସଡ଼କ ଦୁର୍ଘଟଣା,ଦୁଇ ବାଇକ୍ ମୁହା ମୁହିଁ ଧକ୍କା, ଘଟଣା ସ୍ଥଳ ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ।

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ରାଜପୁର ଗ୍ରାମ ନିକଟ ବିଜୁ ଏକ୍ସପ୍ରେସ ୱେ ରେ ସଡ଼କ ଦୁର୍ଘଟଣା,ଦୁଇ ବାଇକ୍ ମୁହା ମୁହିଁ ଧକ୍କା, ଘଟଣା ସ୍ଥଳ ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।ବିପରୀତ ଦିଗରୁ ଆସୁଥିବା ବେଳେ ମୁହାମୁହିଁ ଧକ୍କା ହୋଇଥିଲା।

ମୃତକ ମାନେ ହେଲେ କମଲାମାଲ ର ଦେମନ୍ତ ମାଝୀ, ଟିଙ୍କୁ ମାଝୀ, ଭିମାପଦର ଗ୍ରାମର ହେମାନନ୍ଦ ମାଝୀ, ଭଇସାଦାନି ଗ୍ରାମର ରୋହିତ କୁମାର ମାଝୀ ବୋଲି ଜଣାପଡିଛି।ଆହତ ମାନେ ହେଲେ ଭଇସାଦାନି ଗ୍ରାମ ର କୃଷ୍ଣ ଚନ୍ଦ୍ର ମାଝୀ,ସିନାପାଲି ଥାନାର ଗୁଣସାଗର ମାଝୀ, ମୋହନ ଲାଲ ମାଝୀ ବୋଲି ଜଣାପଡିଛି। ବର୍ତ୍ତମାନ ଆହତଙ୍କୁ ନୂଆପଡ଼ା ମୁଖ୍ୟ ଡାକ୍ତର ଖାନା ରେ ଭର୍ତ୍ତି କରିଥିବା ସୂଚନା ମିଳିଛି ।

Related posts

ଭିଜିଲାନ୍ସ ଜାଲରେ ତହସିଲ କାର୍ଯ୍ୟାଲୟରେ କାର୍ଯ୍ୟରତ ଡିଇଓ

Odisha Halchal

ନାବାଳକଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ତିନି ଅଭିଯୁକ୍ତ ଅଟକ

Odisha Halchal

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

Odisha Halchal

Leave a Comment