ଅପରାଧଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ପୋଲିସ ଅଧିକାରୀ

ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ପୋଲିସ ଅଧିକାରୀ

ମୟୂରଭଞ୍ଜ:-ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନାର ଏଏସଆଇ ସେହି ଅଞ୍ଚଳର ୧୭ ବର୍ଷର ଜଣେ ନାବାଳିକାଙ୍କୁ ନିଜ ପୁଅ-ଝିଅକୁ ଦେଖାଶୁଣା କରିବା ପାଇଁ ରଖିଥିଲେ। ଏଏସଆଇ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିବାର ଅଭିଯୋଗ ହୋଇଥିଲା। ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା  ୨ ପୋଲିସ ଅଧିକାରୀ । ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନାର ହୋମଗାର୍ଡ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ବେଳେ ଆଜି ଥାନାର ଏଏସଆଇ ମଧ୍ୟ ସେହି ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି ।

ଏହାପରେ ନାବାଳିକାର ବୟାନ ରେକର୍ଡ କରାଯିବା ସହିତ ଅଭିଯୁକ୍ତ ଏଏସଆଇଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଡାକ୍ତରୀ ପରୀକ୍ଷା ପରେ ପୋସ୍କୋ ଆକ୍ଟ ଅନୁଯାୟୀ ଗିରଫ କରି ବାରିପଦା ସ୍ଥିତ ପୋକ୍ସୋ କୋର୍ଟ ଚାଲାଣ କରାଯାଇଛି।ସୂଚନା ଅନୁସାରେ , ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନାର ଏଏସଆଇ ସେହି ଅଞ୍ଚଳର ୧୭ ବର୍ଷର ଜଣେ ନାବାଳିକାଙ୍କୁ ନିଜ ପୁଅ-ଝିଅକୁ ଦେଖାଶୁଣା କରିବା ପାଇଁ ରଖିଥିଲେ। ଏଏସଆଇ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିବାର ଅଭିଯୋଗ ହୋଇଥିଲା।

ଏହାପରେ ଜାମଦା ଥାନା ଅଧିକାରୀ ଏଏସଆଇଙ୍କୁ ଗିରଫ କରିବା ସହିତ ଘଟଣାର ଅଧିକ ତଦନ୍ତ କରିଥିଲେ। ଏହାପରେ ନାବାଳିକାର ବୟାନ ରେକର୍ଡ କରାଯିବା ସହିତ ଅଭିଯୁକ୍ତ ଏଏସଆଇଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଡାକ୍ତରୀ ପରୀକ୍ଷା ପରେ ପୋସ୍କୋ ଆକ୍ଟ ଅନୁଯାୟୀ ଗିରଫ କରି ବାରିପଦା ସ୍ଥିତ ପୋକ୍ସୋ କୋର୍ଟ ଚାଲାଣ କରାଯାଇଛି। ଗତକାଲି ମଧ୍ୟ ଉକ୍ତ ଥାନାର ଜଣେ ହୋମଗାର୍ଡଙ୍କୁ ମଧ୍ୟ ନାବାଳିକା ଦୁଷ୍କର୍ମ ଘଟଣାରେ ଗିରଫ କରାଯାଇଛି।

Related posts

ଦେଶରେ ବଢ଼ିଲା ବେରୋଜଗାରୀ ହାର; ବେକାରୀ ସଂଖ୍ୟାରେ ନମ୍ବର ୱାନ୍ ଏହି ରାଜ୍ୟ

Odisha Halchal

ରାଜ୍ୟରେ ଦୁଇ ଦିନ ପାଇଁ ଘୁଞ୍ଚିଲା ସମସ୍ତ ପରୀକ୍ଷା

Odisha Halchal

ବିଜେପି ଯୁବ ନେତାଙ୍କୁ ନୃଶଂସ ହତ୍ୟା

Odisha Halchal

Leave a Comment