ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବରକେନ୍ଦ୍ର ସରକାର ନେଲେ ଆଉ ଏକ ବଡ଼ ନିଷ୍ପତ୍ତି, ଖାଇବା ତେଲ ପରେ ଶସ୍ତା ହେବ ଚୀନୀOdisha HalchalMay 25, 2022 by Odisha HalchalMay 25, 2022051 ଦେଶର ଜନସାଧାରଣଙ୍କୁ କେନ୍ଦ୍ର ସରକାର ମହଙ୍ଗାରୁ ମୁକ୍ତି ଦେବା ପାଇଁ ଉଦ୍ୟମ କରୁଛନ୍ତି । ପେଟ୍ରୋଲ, ଡିଜେଲ, ଖାଇବା ତେଲ ଓ ଗହମ ପରେ କେନ୍ଦ୍ର ସରକାର ଏବେ ଚୀନୀ ଦର ଶସ୍ତା କରିପାରନ୍ତି...
ଦେଶ ବିଦେଶନ୍ୟୁଜ୍ଟେଡରୋସ ଅଦନୋମ କ୍ରମାଗତ ଦ୍ୱିତୀୟ ଥର ପାଇଁ ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟOdisha HalchalMay 25, 2022 by Odisha HalchalMay 25, 2022049 ଟେଡରୋସ ଅଦନୋମ ଗେବ୍ରେହେସୁସଙ୍କୁ ପୁଣି ଥରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମୁଖ୍ୟ ଭାବେ ଚୟନ କରାଯାଇଛି । ଡ. ଟେଡରୋସ ପ୍ରଥମ ଥର ପାଇଁ ୨୦୧୭ରେ ଏହି ପଦବି ପାଇଁ ଚୟନିତ ହୋଇଥିଲେ...
ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବରମୁଦ୍ରାସ୍ପିତି ବୃଦ୍ଧିକୁ ନେଇ ଆକ୍ସନରେ ମୋଦି ସରକାର, ଜାଣନ୍ତୁ ମୂଲ୍ୟ ବୃଦ୍ଧିରୁ କେବେ ମିଳିବ ଆଶ୍ୱସ୍ତିOdisha HalchalMay 25, 2022 by Odisha HalchalMay 25, 2022057 ରେକର୍ଡ ମୁଦ୍ରାସ୍ପିତି ବୃଦ୍ଧି କେନ୍ଦ୍ରର ମୋଦି ସରକାରଙ୍କୁ ଆକ୍ସନ ନେବାକୁ ବାଧ୍ୟ କରିଛି। କେନ୍ଦ୍ର ସରକାର ରୁଟି ଓ ଛାତକୁ ଏବେ ଗୁରୁତ୍ୱ ଦେଉଛନ୍ତି। ଏଥିଲାଗି ପ୍ରାଥମିକ ପର୍ଯ୍ୟାୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ‘Bhool Bhulaiyaa-2’ ହିଟ୍ ହେବା ପରେ ଗଙ୍ଗା ଆରତୀରେ ହେଲେ ସାମିଲOdisha HalchalMay 25, 2022 by Odisha HalchalMay 25, 2022050 ନିକଟରେ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ୍ ଭୁଲେୟାଁ-୨’ ରିଲିଜ୍ ହୋଇଛି । ଫିଲ୍ମଟି ଚାରି ଦିନ ମଧ୍ୟରେ ୬୬ କୋଟି ଅତିକ୍ରମ କରିଛି । କୁହାଯାଉଛି ଖୁବ୍ ଶୀଘ୍ର ୧୦୦ କୋଟି ଆଡକୁ ଛୁଇଁବାକୁ...
ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବରଶସ୍ତା ହେବ ଖାଇବା ତେଲ ! ଦୁଇ ବର୍ଷ ପାଇଁ ଆମଦାନୀ ଶୁଳ୍କ ସମାପ୍ତ କଲେ ସରକାରOdisha HalchalMay 25, 2022 by Odisha HalchalMay 25, 2022055 ପେଟ୍ରୋଲ-ଡିଜେଲ୍ ଶସ୍ତା ହେବା ପରେ ଏବେ ଖାଇବା ତେଲ ଶସ୍ତା ହେବାକୁ ଯାଉଛି। ଖାଇବା ତେଲ ଉପରେ ସରକାର ମଙ୍ଗଳବାର ବଡ ନିଷ୍ପତ୍ତି ନେଇଛନ୍ତି। ୨ ବର୍ଷ ପାଇଁ ସରକାର ତେଲ ଉପରୁ ଆମଦାନୀ...
ଓଡ଼ିଶା ଖବରଜୀବନଚର୍ଯ୍ୟାଦେଶ ବିଦେଶବିଶେଷ ଖବରକମିଲା ତେଲ ଦର: ପେଟ୍ରୋଲ-ଡିଜେଲ ଉପରୁ ଭ୍ୟାଟ ହଟାଇଲାOdisha HalchalMay 22, 2022 by Odisha HalchalMay 22, 2022057 କେନ୍ଦ୍ର ସରକାର ଶନିବାର ଦେଶବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି । ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରିଛନ୍ତି । ସେ...
ଦେଶ ବିଦେଶନ୍ୟୁଜ୍ସରକାରଙ୍କୁ ୩୦,୩୦୭ କୋଟି ଟଙ୍କାର ଲାଭାଂଶ ଦେବ ଆରବିଆଇ, ବୋର୍ଡ ଦେଲା ମଞ୍ଜୁରୀOdisha HalchalMay 21, 2022 by Odisha HalchalMay 21, 2022060 ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ( ଆରବିଆଇ) ସରକାରଙ୍କୁ ୩୦,୩୦୭ କୋଟି ଟଙ୍କାର ଲାଭାଂଶ ଦେବ। ଏନେଇ ଏକ ପ୍ରସ୍ତାବକୁ ବ୍ୟାଙ୍କର ବୋର୍ଡ ପକ୍ଷରୁ ମଞ୍ଜୁରୀ ମିଳିଛି। ଆରବିଆଇ ପକ୍ଷରୁ କୁହାଯାଇଛି,...
ଦେଶ ବିଦେଶନ୍ୟୁଜ୍ବ୍ୟବସାୟବଢ଼ିଲା ସୁନା ଓ ରୁପା ମୂଲ୍ୟ; ୧୦ ଗ୍ରାମ ପ୍ରତି କେତେ ହେଲା ଜାଣନ୍ତୁ ଦାମOdisha HalchalMay 21, 2022 by Odisha HalchalMay 21, 2022073 ବଢ଼ିଲା ସୁନା ମୂଲ୍ୟ। ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟ ୨୩୧ ଟଙ୍କା ବୃଦ୍ଧି ହୋଇଛି। ଫଳରେ ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ ୫୦,୬୦୮ ଟଙ୍କା ହୋଇଛି। ଏଚ୍ଡିଏଫ୍ସି ସିକ୍ୟୁରିଟି ପକ୍ଷରୁ ଏହି...
ଖେଳଦେଶ ବିଦେଶନ୍ୟୁଜ୍ବକ୍ସିଂ ଷ୍ଟାର ମୁଷା ୟମକଙ୍କ ହୃଦଘାତରେ ମୃତ୍ୟୁOdisha HalchalMay 19, 2022 by Odisha HalchalMay 19, 2022050 ମୁଷାଙ୍କ ଏପରି ମୃତ୍ୟୁ ନେଇ ତାଙ୍କ ତୁର୍କିସ୍ଥିତ ଅଫିସିଆଲ ଟ୍ୱିଟରରୁ ଟ୍ୱିଟ୍ କରାଯାଇଛି। ଏଥିରେ ମୁଷା ଅସ୍କାନ ଅହମ୍ମଦ ଆଉ ଅମ ଗହଣରେ ନଥିବା ଉଲ୍ଲେଖ ରହିଛି। ମୁଷା ଏସିୟାନ ଓ ଇୟୁରୋପିୟନ ଚାମ୍ପିୟନସିପ୍...
ଓଡ଼ିଶା ଖବରଖେଳଦେଶ ବିଦେଶନ୍ୟୁଜ୍ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍Odisha HalchalMay 19, 2022 by Odisha HalchalMay 19, 2022056 ଓଡିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। ଶତ ପ୍ରତିଶତ କ୍ଷମତାକୁ ନେଇ ଖେଳ ଦେଖିବେ ଦର୍ଶକ । ଷ୍ଟାଡିୟମ୍ରେ ସମ୍ପୂର୍ଣ୍ଣ ସିଟ୍ରେ ଦର୍ଶକ ଖେଳ ଦେଖିବା ନେଇ ବିସିସିଆଇ ପକ୍ଷରୁ ଅନୁମତି ଦିଆଯାଇଥିବା...