ଓଡ଼ିଶା ଖବରନ୍ୟୁଜ୍

କମ୍ପାନୀ ମାନଙ୍କ ମନ ମୁଖିରେ କୁକୁଡ଼ା ଚାଷି ହନ୍ତସନ୍ତ

କମ୍ପାନୀ ମାନଙ୍କ ମନ ମୁଖିରେ କୁକୁଡ଼ା ଚାଷି ହନ୍ତସନ୍ତ

ବେଲଗୁଣ୍ଠା:- (ରିପୋର୍ଟ :-ମଦନମୋହନ ବିଶ୍ବାଳ) ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ARD ସଚିବ, ଅତିରିକ୍ତ ସଚିବ ,ଅତିରିକ୍ତ ନିର୍ଦ୍ଦେଶକ ଓ ଉପ ନିର୍ଦ୍ଦେଶକଙ୍କ ସହିତ ପାଞ୍ଚ ଜଣିଆ କୁକୁଡ଼ା ଚାଷୀ ପ୍ରତିନିଧି ମଣ୍ଡଳୀଙ୍କ ର ଓଡ଼ିଶା ରାଜ୍ୟ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।

କମ୍ପାନୀ ମାଲିକ ମାନେ ତିନିଦିନ ସମୟ ମାଗିଥିବାରୁ ୫ ରୁ ୭ ତାରିଖ ମଧ୍ୟରେ ଚୁଡାନ୍ତ ନିଷ୍ପତି ନେବାପାଇଁ ସଚିବ ମହୋଦୟ ପ୍ରତିଶୁତି ପ୍ରଦାନ କଲେ ,ସେପର୍ଯ୍ୟନ୍ତ ଆପଣ ମାନେ ଧର୍ଯ୍ୟ ଧରିବାକୁ ସଂଘ ତରଫରୁ ଅନୁରୋଧ କରାଯାଉଛି।

Related posts

ବନବିଭାଗ ପକ୍ଷରୁ ବାଘଛାଲ ଜବତ

Odisha Halchal

ଗଜପତିରେ କେନ୍ଦ୍ର ବୟନ ଶିଳ୍ପ ଓ ରେଳ ରାଷ୍ଟ୍ର ମନ୍ତ୍ରୀ

Odisha Halchal

SBI ଗ୍ରାହକଙ୍କ ପାଇଁ ଖୁସି ଖବର, ଆଜିଠୁ FD ଉପରେ ମିଳିବ ଅଧିକ ସୁଧ

Odisha Halchal

Leave a Comment