ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଦୁଇଟି ଟ୍ରକ ମୁହାଁ ମୁହିଁ ଧକା,ଅଳ୍ପକେ ବର୍ତିଲେ ଚାଳକ

ଦୁଇଟି ଟ୍ରକ ମୁହାଁ ମୁହିଁ ଧକା,ଅଳ୍ପକେ ବର୍ତିଲେ ଚାଳକ

ନୂଆପଡ଼ା ୨୯/୨(ଓଡ଼ିଶା ହାଲଚାଲ)ନୂଆପଡ଼ା ଜିଲ୍ଲା କୋମନା ଥାନା କୁରେଶ୍ଵର ପଞ୍ଚାୟତ ସ୍ଥିତ ୩୫୩ ଜାତୀୟ ରାଜପଥ ଉଦ୍ୟାନବନ୍ଧ ଠାରେ ଦୁଇଟି ଟ୍ରକ ମୁହାଁ ମୁହିଁ ଧକା ହୋଇଛି ।

ରାୟପୁର ଦେଇ ଗୋଟିଏ ଟ୍ରକ ଆସୁଥିବା ବେଳେ ବିପରୀତ ଆଡୁ ଦ୍ରୁତ ଗତିରେ ଆସୁଥିଲା ଅନ୍ୟ ଟି ଟ୍ରକ ରାତି ୧୧:୪୫ ସମୟରେ ଦୁର୍ଘଟଣା ହୋଇଥିବା ବେଳେ କାହାର କିଛି କ୍ଷତି ହୋଇ ନ ଥିବା ସୂଚନା ମିଳିଛି ।

Related posts

ବାଇକ କୁ ଧକ୍କା ଦେଲା ହାଇୱା, ଜଣେ ମୃତ ଦୁଇ ଗୁରୁତର

Odisha Halchal

ମା ଙ୍କ ଭସାଣି ରେ ଯୁବକ ମୃତ

Odisha Halchal

ମୋ ବାପାର ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ

Odisha Halchal

Leave a Comment