ଅପରାଧଓଡ଼ିଶା ଖବରନ୍ୟୁଜ୍

ବଲାଙ୍ଗିର ସହ ରାଜ୍ୟର ବିଭିନ୍ନ ଜାଗାରେ ଫେକ୍‌ ସାର୍ଟିଫିକେଟ୍‌!

ବଲାଙ୍ଗିର ସହ ରାଜ୍ୟର ବିଭିନ୍ନ ଜାଗାରେ ଫେକ୍‌ ସାର୍ଟିଫିକେଟ୍‌!

ଭୁବନେଶ୍ୱର(ବ୍ୟୁରୋ :ଓଡିଶା ହାଲଚାଲ) ଫେକ୍‌ ସାର୍ଟିଫିକେଟ୍‌ରେ ୟୁପିବୋର୍ଡ ଲିଙ୍କ୍‌ ବଲାଙ୍ଗିର ସହ ରାଜ୍ୟର ବିଭିନ୍ନ ଜାଗାରେ ଫେକ୍‌ ସାର୍ଟିଫିକେଟ୍‌ ଘଟଣା କ୍ରାଇମବ୍ରାଞ୍ଚ୍‌ ତଦନ୍ତ କାଳରେ ସାଂଘାତିକ ତଥ୍ୟ ମିଳିଥିବା ସୂଚନା।

ଫେକ୍ ସାର୍ଟିଫିକେଟ ରାକେଟରେ ୟୁପି ବୋର୍ଡ କର୍ମଚାରୀଙ୍କ ହାତ ସୂଚନା ତଦନ୍ତ କାଳରେ ସୁରାକ ପାଇ ଉତ୍ତର ପ୍ରଦେଶ ଯାଇଥିଲା କ୍ରାଇମବ୍ରାଞ୍ଚ ଉତ୍ତର ପ୍ରଦେଶ ସହ ଦିଲ୍ଲୀ ଏବଂ ପଞ୍ଜାବ ଯାଇଥିଲା ।କ୍ରାଇମବ୍ରାଞ୍ଚ ଉତ୍ତର ପ୍ରଦେଶ ଉଚ୍ଚମାଧ୍ୟମିକ ବୋର୍ଡକୁ ଯାଇ ଖୋଳତାଡ଼ କରିଥିଲା ।

ଏଠିକାର ଦଲାଲ ସହ ବୋର୍ଡରେ ଥିବା କିଛି କର୍ମଚାରୀଙ୍କ ଲିଙ୍କ୍ ରହିଥିଲା ଉଭୟଙ୍କ ସଲାସୁତୁରାରେ ଫେକ୍ ସାର୍ଟିଫିକେଟ ରାକେଟ ଚାଲିଥିଲା ସେଠୁ ଆସୁଥିବା ଫାଙ୍କା ସାର୍ଟିଫିକେଟରେ ମାର୍କ ଚଢ଼ାଉଥିଲେ ଏଠିକା ଦଲାଲ ଅଧିକ ତଦନ୍ତ ଓ ସଂପୃକ୍ତ କର୍ମଚାରୀଙ୍କୁ ଠାବ ପାଇଁ ପୁଣି ୟୁପି ଯିବ କ୍ରାଇମବ୍ରାଞ୍ଚ।

Related posts

ଗ୍ରାହକଙ୍କ ପାଇଁ ଖୁସି ଖବର, ଚଳିତ ମାସରୁ ଆରମ୍ଭ ହେବ 5G ସେବା

Odisha Halchal

ବାଇକକୁ ଧକ୍କାଦେଲା ଟ୍ରକ

Odisha Halchal

ତୁ ଦିବ୍ୟାଙ୍ଗ, ଅଧିକ ଯୌତୁକ ଆଣିଲେ ଆସିବୁ

Odisha Halchal

Leave a Comment