ଅପରାଧଓଡ଼ିଶା ଖବରନ୍ୟୁଜ୍

ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ରେଡ୍

ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ରେଡ୍

ମାଲକାନଗିରି :-(ରିପୋର୍ଟ-କୃଷ୍ଣପଦ ରାୟ) ମାଥିଲି ଥାନା କର୍ତ୍ତନପାଲି ଫାଣ୍ଠିର ନିଲମ୍ବିତ ହୋଇଥିବା ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି ।

ତେବେ ମାଲକାନଗିରି, କୋରାପୁଟ ଓ ସୁନାବେଡା ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସର ଟିମ ଚଢାଉ କରୁଛନ୍ତି । ଏହି ଚଢାଉ ବେଳେ ୩ଟି କୋଠା ଓ ଗୋଟିଏ ଡୁପ୍ଲେକ୍ସ ଭିଜିଲାନ୍ସ ଠାବ କରିଛି ।

ସେହିପରି ଏକ ମାସ ତଳେ ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜେଲ ଯାଇଥିଲେ ଜୟଦାସ । ଜାମିନ ପାଇବା ପରେ ପୋଲିସ ହେଡ କ୍ୱାର୍ଟସରେ ନିଲମ୍ବିତ ଭାବେ ରହୁଥିଲେ । ଜୟ ଦାସ ମାଥିଲି ଥାନା କର୍ତନ ପାଲି ବିଟ ହାଉସରେ କାର୍ଯ୍ୟରତ ଥିଲେ ।

Related posts

ସାପ କାମୁଡ଼ାରେ ଦୁଇ ଝିଅଙ୍କ ଜୀବନ

Odisha Halchal

ଏନ୍. ଏ. ସି କାର୍ଯ୍ୟାଳୟ ରେ ତାଲା ପକାଇ ଲେ ମହିଲା

Odisha Halchal

ଇଞ୍ଜେକସନ ନେଇ ବିଗିଡ଼ିଲା ସ୍ୱାସ୍ଥ୍ୟ, ଭଲ ନ ହୋଇ ଥରିଲେ ୨୧ ରୋଗୀ

Odisha Halchal

Leave a Comment