ଓଡ଼ିଶା ଖବରନ୍ୟୁଜ୍

ସହୀଦ ଯବାନ ଅମର ରହେ ସ୍ଲୋଗାନ ରେ ପରିବେଶ ପ୍ରକମ୍ପିତ

ସହୀଦ ଯବାନ ଅମର ରହେ ସ୍ଲୋଗାନ ରେ ପରିବେଶ ପ୍ରକମ୍ପିତ

ବାଉଁସୁଣୀ :-ଭାରତ ଦେଶ ଲାଗି ଗୋଟେ ଦୁଃଖର ଦିନ ବା କଲା ଦିନ ଥିଲା, ଠିକ ଚାର ବର୍ଷ ଆଗରୁ ଆମର ଦେଶର ବୀର ଯବାନ ମାନେ ପୁଲୱାମା ଆଟାକ ରେ ସହୀଦ ହେଇଥିଲେ ଯେନ ଘଟଣା କି ସାରା ଭାରତ କେ କନ୍ଦେଇ ଦେଇଥିଲା।

ସେ ଘଟଣା କେ ଚାରି ବର୍ଷ ପୁରିଛେ, ଆର ଇ ଦିନ କେ ମନେ ରଖବାର ଲାଗି ବାଉଁସୁଣୀ ଅଂଚଳ ର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ମା ମାହେଶ୍ୱରୀ ସେନା ପକ୍ଷରୁ ମାହେଶ୍ୱରୀ ସେନା ର ସକ୍ରିୟ ସଦସ୍ୟ ମହେନ୍ଦ୍ର ମହାକୁଳ ଙ୍କ ତତ୍ୱାବଧାନ ରେ ବାଉଁସୁଣୀ ଠାରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ରେ ମାହେଶ୍ୱରୀ ସେନା ର ସମସ୍ତ ସଦସ୍ୟ ଉପସ୍ଥିତ ରହି କେଣ୍ଡେଲ ଜାଳି ପୁଷ୍ପମାଲ ସହୀଦ ଯବାନ ମାନଙ୍କୁ ଅର୍ପଣ କରିବା ସହିତ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଭାରତ ମା ର ବୀର ସନ୍ତାନ ମାନଙ୍କ ବଳିଦାନ କୁ ମନେରଖିବା ପାଇଁ ସହୀଦ ଯବାନ ଅମର ରହେ ସ୍ଲୋଗାନ ରେ ପରିବେଶ କୁ ପ୍ରକମ୍ପିତ କରିବା ସହ ଭାରତ ମା ର ଜୟ ଗାନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ମାହେଶ୍ୱରୀ ସେନାର ସକ୍ରିୟ ସଦସ୍ୟ ଅକ୍ରୁର ଗାଈଗୌରିଆ, ମାନସ ରଞ୍ଜନ ମହାକୁଳ, ନିରଞ୍ଜନ ଗେଜ, ପ୍ରଶାନ୍ତ ମହାକୁଳ, ରଶ୍ମି ରଞ୍ଜନ ଡାଙ୍ଗ,ସ୍ୱାଧୀନ କର୍ମି ଙ୍କ ସମେତ ଅନେକ ଗୁଡିଏ ସଦସ୍ୟ ଉପସ୍ଥିତ ଥଲେ।

Related posts

ଅକସ୍ମାତ ଭାଙ୍ଗିଲା ବ୍ରିଜ ତଳକୁ ଖସିଲା ଦୁଇ କାର

Odisha Halchal

ଲକ୍ଷ ଲକ୍ଷ ଟଙ୍କାର ନକଲି ଔଷଧ ଜବତ

Odisha Halchal

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଶବ୍ଦ ପ୍ରୟୋଗ, ୩ ବିଜେପି ବିଧାୟକ ନିଲମ୍ବିତ

Odisha Halchal

Leave a Comment