ଅପରାଧଓଡ଼ିଶା ଖବରନ୍ୟୁଜ୍

ଚୋରି ଅଭିଯୋଗରେ ଓଡିଆ ଯୁବକଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ

ଚୋରି ଅଭିଯୋଗରେ ଓଡିଆ ଯୁବକଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ

ଚୋରି ଅଭିଯୋଗରେ ଓଡିଆ ଯୁବକଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକର ବେଙ୍ଗାଲୁରୁ ସିଟିର ସଦାଶିବ ନଗର ପୋଲିସ ଅଚାନକ ପହଞ୍ଚିଥିଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଦେକୁଡି ଗ୍ରାମରେ ।

ବାଲିଚନ୍ଦ୍ରପୁର ପୋଲିସ ସହାୟତାରେ ପହଞ୍ଚି ଜନୈକ ଯୁବକଙ୍କ ଘରେ ଚଢ଼ାଉ କରିଥିଲା । ସ୍ଥାନୀୟ ଯୁବକ ଜୟନ୍ତ ଦାସଙ୍କୁ ଗିରଫ କରିଛି ପୋଲିସ । ଯୁବକ ଜଣଙ୍କ ବେଙ୍ଗାଲୁରୁ ଅଞ୍ଚଳରେ ରହି ଆସୁଥିଲେ । କିଛି ମାସ ହେବ ସେ ଘରକୁ ଫେରିଥିଲେ ।

ଏକ ଚୋରି ଘଟଣାରେ ଶୁକ୍ରବାର କର୍ଣ୍ଣାଟକ ପୋଲିସର ଏକ ଟିମ୍ ଦେକୁଡି ଗ୍ରାମରେ ଆସି ଯୁବକଙ୍କୁ ଗିରଫ କରିଛି । ଯୁବକଙ୍କୁ ବାଲିଚନ୍ଦ୍ରପୁର ଥାନାକୁ ଆଣି ପଚରାଉଚରା କରୁଛି କର୍ଣ୍ଣାଟକ ପୋଲିସ ।

Related posts

ପାଞ୍ଚଶହ ଟଙ୍କା ଦେଲେ ଜମିମାପ

Odisha Halchal

ୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ

Odisha Halchal

ମୃଦୁ ପାନୀୟରେ ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

Odisha Halchal

Leave a Comment