ଅପରାଧଓଡ଼ିଶା ଖବରନ୍ୟୁଜ୍

ଏକ ତରଫା ପ୍ରେମ ରେ ଶାଳୀ କୁ ନେଇ ଫେରାର ମାରୁଥିଲା ଭିଣୋଇ

ଏକ ତରଫା ପ୍ରେମ ରେ ଶାଳୀ କୁ ନେଇ ଫେରାର ମାରୁଥିଲା ଭିଣୋଇ

ବଲାଙ୍ଗୀର :-ଏକ ତରଫା ପ୍ରେମ ରେ ଶାଳୀ କୁ ନେଇ ଫେରାର ମାରୁଥିବା ବେଳେ ଗ୍ରାମବାସୀ ଙ୍କ ଦ୍ଵାରା ଅଟକ,ଥାନାରେ ଭେଣେଇ ଓ ଡ୍ରାଇଭର ଅଟକ ଏକ ତରଫା ପ୍ରେମ ରେ ଭେଣେଇ l କାକା ଶଶୁର ଝିଅ କୁ ଜୋର ଜବରଦସ୍ତ ପ୍ରେମ କରି ଚାରି ଚକିଆ ଗାଡି ରେ ଫେରାର ମାରୁଥିବା ବେଳେ ଚାନ୍ଦତରା ଛକ ନିକଟରେ ଗ୍ରାମବାସୀ ଙ୍କ ଦ୍ଵାରା ଅଟକ l

ଘଟଣା ସ୍ଥଳରୁ ତହସିଲଦାର ଓ ସରପଞ୍ଚ ଙ୍କ ଦ୍ଵାରା ଉଦ୍ଧାର କରି ସିନ୍ଧେକେଲା ଥାନାକୁ ଆସିଲେ l ସୂଚନାଯୋଗ୍ୟ ଯେ ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ମାଣ୍ଡୁସିଲ ଗାଁ ର ଶିଶୁପାଲ ଜୁଏଡ଼ l

ଗତ ୨୦୧୭ ମସିହାରେ ବହଲପଦର ଗାଁ ରେ ବିବାହ କରିଥିଲେ l କିନ୍ତୁ ତାଙ୍କ କାକା ଶଶୁର ର ଝିଅ ସମ୍ପର୍କରେ ଶାଳୀ କଲେଜ କୁ ପାଠ ପଡିବ ପାଇଁ ଆସିଥିବା ବେଳେ ଅଧା ବାଟରୁ ଭେଣେଇ ଏକ ଚାରି ଚକିଆ ଗାଡି ରେ ଆସି ଶାଳୀ କୁ ଅପହରଣ କରି ପଳାଉଥିଲେ l ଚାନ୍ଦତାରା ଲୋକ ମାନେ ଜାଣି ସମସ୍ତେ ମିଶି ଗାଡି କୁ ଅଟକାଇ ଥିଲେ l ସିନ୍ଧେକେଲା ପୋଲିସ ଓ ଖଡ଼ିଆଳ ପୋଲିସ ଘଟଣାର ତଦନ୍ତ କରୁଛି l ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏକ ତରଫା ପ୍ରେମ ରେ ଅପହରଣ କରୁଥିବା ଜଣାପଡିଛି l

Related posts

ପ୍ରେସ ୟୁନିୟନ ଗୁଣୁପୁର ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Odisha Halchal

ଜମିବାଡ଼ି ବିବାଦରୁ ହତ୍ୟା, ଅଭିଯୁକ୍ତ ବାପା ଓ ଦୁଇ ନାବାଳକ ପୁଅ ଗିରଫ

Odisha Halchal

ମାହାଙ୍ଗା ଗଣହତ୍ୟାକୁ ନେଇ ଏବେବି ଲାଗି ରହିଛି ସସ୍‌ପେନ୍ସ, ମାମଲାର CBI ତଦନ୍ତ ଦାବି

Odisha Halchal

Leave a Comment