ଅପରାଧଓଡ଼ିଶା ଖବରନ୍ୟୁଜ୍

ସ୍ଵାମୀକୁ ଛାଡ଼ି ପ୍ରେମିକ ସହ ଫେରାର ହେଲା ସ୍ତ୍ରୀ

ସ୍ଵାମୀକୁ ଛାଡ଼ି ପ୍ରେମିକ ସହ ଫେରାର ହେଲା ସ୍ତ୍ରୀ

କେନ୍ଦ୍ରାପଡା (ଓଡିଶା ହାଲଚାଲ):- ସ୍ଵାମୀକୁ ଛାଡ଼ି ପ୍ରେମିକ ସହ ଫେରାର ହେଲା ସ୍ତ୍ରୀ ଏପଟେ ଘରେ ସ୍ବାମୀ ଥାଇ ବି ସେପଟେ ପ୍ରେମିକ ସହ ନଟରପଟର ହେଉଥିଲା ସ୍ତ୍ରୀ ଆଉ ଘରେ ସ୍ବାମୀ ବାହାରେ ପ୍ରେମିକ ରଖି ଗୋଟିଏ ଗୁଳିରେ ଦୁଇ ଦୁଇଟା ଶିକାର କରୁଥିଲା ସ୍ତ୍ରୀ ଏପଟେ ସ୍ବାମୀ ସ୍ତ୍ରୀ ସ୍ତ୍ରୀ କହି ସ୍ତ୍ରୀ କାନି ଧରିଥିବା ବେଳେ ସେପଟେ ସ୍ତ୍ରୀ ସ୍ବାମୀର କଛା କାଟିଦେଇ ଦୁଇଟି ଛୋଟ ଛୁଆଙ୍କୁ ଛାଡି ପ୍ରେମିକ ସହ ଛୁ ମାରିଲା ଦର୍ଶକ ବନ୍ଧୁ ସ୍ବାମୀ ଥାଇବି ପୋଷା ପ୍ରେମିକ ରଖିଥିଲା ସ୍ତ୍ରୀ। ଏପଟେ ସ୍ବାମୀ ଆଉ ସେପଟେ ପ୍ରେମିକ କୁ ଧରି ଡବଲ ଇଞ୍ଜିନି ଚଳାଇଥିଲା ସ୍ତ୍ରୀ। ଆଉ ଶେଷରେ ସ୍ବାମୀ କଛା କାଟି ଦେଇ ପ୍ରେମିକ ସହ ଫେରାର ହୋଇଗଲା। ଆଉ ଗଲା ତ ଗଲା ସ୍ବାମୀ ଛୋଟ ଛୋଟ ଦୁଇ ଛୁଆଙ୍କୁ ପଛରେ ପକାଇ ଚାଲିଗଲା।

ଏପଟେ ସ୍ବାମୀ ସ୍ତ୍ରୀ ସ୍ତ୍ରୀ ଡ଼ାକ ପକାଇ ସ୍ତ୍ରୀ ର କାନି ଧରି ଚାଲୁଥିଲା। ଆଉ ଆଜି ସେହି ସ୍ତ୍ରୀ ସ୍ବାମୀର କଛା କାଟିଦେଇ ଦୁଇଟି ଛୋଟ ଛୋଟ ଛୁଆଙ୍କୁ ଛାଡି ପ୍ରେମୀକ ସହ ଚାଲିଗଲା। ସ୍ବାମୀ ର ଟଙ୍କା ସୁନା ଗହଣା ସବୁ ନେଇ ପ୍ରେମିକ ସହିତ ଫେରାର ହୋଇଗଲା ସ୍ତ୍ରୀ। ବିବାହର ଛଅ ସାତ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ତ୍ରୀକୁ ଆହୁରି ପ୍ରେମ କରିବାକୁ ଇଚ୍ଛା। ସେଥିପାଇଁ ସ୍ବାମୀ ଥାଉ ଥାଉ ପ୍ରେମିକ ସହିତ ଥେଇଥେଇ ହେଉଥିଲା ସ୍ତ୍ରୀ। ଆଉ ମଉକା ପାଇଲେ ଖେଣି ପ୍ରେମିକ କୁ ଘରକୁ ଡ଼ାକି ରାସଲୀଳା ଚଳାଉଥିଲା। ସବୁଠାରୁ ଆର୍ଶଯ୍ୟର କଥା ଘରେ ଛୋଟ ଛୋଟ ଦୁଇଟି ଛୁଆଙ୍କୁ ଛାଡି ପ୍ରେମୀକ ପ୍ରେମରେ ଭିଜୁଥିଲା ସ୍ତ୍ରୀ। ଆଉ ଶେଷରେ ସ୍ବାମୀ କୁ ଧୋକା ଦେଇ ଟଙ୍କା ସୁନା ଗହଣା ନେଇ ପ୍ରେମିକ ସହ ଫେରାର ହୋଇଯାଇଥିଲା।

ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ମହାକାଳପଡ଼ା ଥାନା ଅନ୍ତର୍ଗତ ଚଣ୍ଡିଆପଲି ଗାଁ ରେ।ସୁଧାକର ସ୍ତ୍ରୀକୁ ନେଇ ବାଇନ ଫେରାର। ଉକ୍ତ ଗାଁ ର ସୁଧାକର କର ମିନତି କରଙ୍କୁ ପ୍ରେମ ବିବାହ କରିଥିଲେ, ବିବାହର ଛଅ ସାତ ବର୍ଷ ଯାଏଁ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ହସ ଖୁସିରେ ସଂସାର ଚାଲିଥିଲା। ହେଲେ ପରେ ଘୋଟି ଆସିଲା କଳା ବାଦଲ, ସେହି ଗାଁ ର ବାଇନ ବେହେରା ସୁଧାକର ଙ୍କ ସ୍ତ୍ରୀ ମିନତି ସହ ପ୍ରେମ ସମ୍ପର୍କ ଆରମ୍ଭ କରିଥିଲା, ବାଇନ ବେହେରା ଲୁଚି ଲୁଚି ସୁଧାକର ଙ୍କ ସ୍ତ୍ରୀ ମିନତି କୁ ଦେଖା କରେ। ପ୍ରାୟ ମାସେ ହେବ ସୁଧାକର ଙ୍କ ସ୍ତ୍ରୀ ମିନତି ଘରୁ ଟଙ୍କା ସୁନା ଗହଣା ନେଇ ବାଇନ ବେହେରା ସହ ଫେରାର ହୋଇଯାଇଛି। ଯାହାକୁ ନେଇ ସ୍ବାମୀ ସୁଧାକର ମହାକାଳପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Related posts

ଗାଡି ଧକ୍କାରେ ପ୍ରିିଜାଇଡିଂ ଅଫିସରଙ୍କ ମୃତ୍ୟୁ, ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରୁଥିଲେ

Odisha Halchal

କାଜୁ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାଖରେ ଥୁଆ ହୋଇଛି ବାଇକ୍‌

Odisha Halchal

ଆମ ଆଦମୀ ପାର୍ଟିର ଜିଲ୍ଲାପାଳ କାର୍ଯ୍ୟାଳୟ ସଂମୁଖରେ ଧାରଣା

Odisha Halchal

Leave a Comment