Tuesday, August 9, 2022
Homeଅପରାଧଚୋରି ଅଭିଯୋଗରେ ଓଡିଆ ଯୁବକଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ

ଚୋରି ଅଭିଯୋଗରେ ଓଡିଆ ଯୁବକଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ

ଚୋରି ଅଭିଯୋଗରେ ଓଡିଆ ଯୁବକଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକର ବେଙ୍ଗାଲୁରୁ ସିଟିର ସଦାଶିବ ନଗର ପୋଲିସ ଅଚାନକ ପହଞ୍ଚିଥିଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଦେକୁଡି ଗ୍ରାମରେ ।

ବାଲିଚନ୍ଦ୍ରପୁର ପୋଲିସ ସହାୟତାରେ ପହଞ୍ଚି ଜନୈକ ଯୁବକଙ୍କ ଘରେ ଚଢ଼ାଉ କରିଥିଲା । ସ୍ଥାନୀୟ ଯୁବକ ଜୟନ୍ତ ଦାସଙ୍କୁ ଗିରଫ କରିଛି ପୋଲିସ । ଯୁବକ ଜଣଙ୍କ ବେଙ୍ଗାଲୁରୁ ଅଞ୍ଚଳରେ ରହି ଆସୁଥିଲେ । କିଛି ମାସ ହେବ ସେ ଘରକୁ ଫେରିଥିଲେ ।

ଏକ ଚୋରି ଘଟଣାରେ ଶୁକ୍ରବାର କର୍ଣ୍ଣାଟକ ପୋଲିସର ଏକ ଟିମ୍ ଦେକୁଡି ଗ୍ରାମରେ ଆସି ଯୁବକଙ୍କୁ ଗିରଫ କରିଛି । ଯୁବକଙ୍କୁ ବାଲିଚନ୍ଦ୍ରପୁର ଥାନାକୁ ଆଣି ପଚରାଉଚରା କରୁଛି କର୍ଣ୍ଣାଟକ ପୋଲିସ ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର