ଅପରାଧଓଡ଼ିଶା ଖବରନ୍ୟୁଜ୍

ରାଜଧାନୀରୁ ବ୍ରାଉନସୁଗାର ଜବତ ସହ ଜଣେ ଗିରଫ

ରାଜଧାନୀରୁ ବ୍ରାଉନସୁଗାର ଜବତ ସହ ଜଣେ ଗିରଫ

ପୁଣି ରାଜଧାନୀରୁ ବ୍ରାଉନସୁଗାର ଜବତ । ୩୪ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଭୁବନେଶ୍ବର ଅବକାରୀ ବିଭାଗ । ଜବତ ବ୍ରାଉନସୁଗାରର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ।

ବ୍ରାଉନସୁଗାର ବ୍ୟବସାୟ କରୁଥିବା କପିଳେଶ୍ବରର ଛବି ଭୋଇକୁ ଗିରଫ କରିଛି ଅବକାରୀ ବିଭାଗ ।

ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ଭୁବନେଶ୍ବରରେ ଲକ୍ଷପତି ହେବାର ଆଶା ନେଇ ଏହି ବେପାର କରୁଥିଲା ବୋଲି ଅବକାରୀ ଅଧିକାରୀ କହିଛନ୍ତି

Related posts

ଗ୍ରାହକଙ୍କ ଟଙ୍କାରେ ମଦ ମାଲିକ ମାଲେମାଲ

Odisha Halchal

ଆଧାର ନ ଥିବାରୁ ପେନସନ ରୁ କଟିଲେ ବିକଳାଙ୍ଗ

Odisha Halchal

ଜିଲ୍ଲାସ୍ତରୟ ୬୩ତମ ପୋଲିସ ସ୍ମୃତି ଦିବସ

Odisha Halchal

Leave a Comment