Sunday, October 2, 2022
Homeଅପରାଧରାଜଧାନୀରୁ ବ୍ରାଉନସୁଗାର ଜବତ ସହ ଜଣେ ଗିରଫ

ରାଜଧାନୀରୁ ବ୍ରାଉନସୁଗାର ଜବତ ସହ ଜଣେ ଗିରଫ

ପୁଣି ରାଜଧାନୀରୁ ବ୍ରାଉନସୁଗାର ଜବତ । ୩୪ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଭୁବନେଶ୍ବର ଅବକାରୀ ବିଭାଗ । ଜବତ ବ୍ରାଉନସୁଗାରର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ।

ବ୍ରାଉନସୁଗାର ବ୍ୟବସାୟ କରୁଥିବା କପିଳେଶ୍ବରର ଛବି ଭୋଇକୁ ଗିରଫ କରିଛି ଅବକାରୀ ବିଭାଗ ।

ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ଭୁବନେଶ୍ବରରେ ଲକ୍ଷପତି ହେବାର ଆଶା ନେଇ ଏହି ବେପାର କରୁଥିଲା ବୋଲି ଅବକାରୀ ଅଧିକାରୀ କହିଛନ୍ତି

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର