ଓଡ଼ିଶା ଖବରନ୍ୟୁଜ୍

ବହୁ ବାଦ ବିବାଦ ପରେ ହାତରୁ ଦି’ହାତ ହେବାକୁ ଯାଉଛନ୍ତି ତିର୍ତ୍ତୋଲ ବିଧାୟକ

ବହୁ ବାଦ ବିବାଦ ପରେ ହାତରୁ ଦି’ହାତ ହେବାକୁ ଯାଉଛନ୍ତି ତିର୍ତ୍ତୋଲ ବିଧାୟକ

ବହୁ ବାଦ ବିବାଦ ପରେ ହାତରୁ ଦି’ହାତ ହେବାକୁ ଯାଉଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ତାଙ୍କ ପ୍ରେମିକା ସୋମାଲିକା ଦାଶଙ୍କ ସହ କୋର୍ଟ ମ୍ୟାରେଜ୍ ପାଇଁ ଜଗତସିଂହପୁର ସବ୍ ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିବା ଜଣାଯାଇଛି ।

ଉଭୟ ପଟରୁ ରାଜି ଥିବା ବେଳେ ଆଉ ମାସକ ପରେ ସବ ରେଜିଷ୍ଟ୍ରି ଅଫିସରୁ ନୋଟିସ ଯିବା ପରେ ବାହାଘର ହେବ । ଆଜି ରେଜିଷ୍ଟ୍ରି ଲେଖାପଢା ପରେ ଉଭୟ ଖୁସି ଥିବା ଦେଖାଯାଇଛି ।

ତେବେ ତାଙ୍କ ମାଙ୍କ ଦେହ ଭଲ ନଥିବାରୁ ଖୁବ୍ ଶ୍ରୀଘ୍ର ବିବାହ କରିବେ ବୋଲି କହିଛନ୍ତି ବିଜୟ ଶଙ୍କର ଦାସ

ସ୍ବର୍ଗତ ବିଷ୍ଣୁ ଦାସଙ୍କ ପୁଅ ହେଉଛନ୍ତି ବିଧାୟକ ବିଜୟ ଶଙ୍କର ଦାସ । ୨୦୧୯ରେ ତିର୍ତ୍ତୋଲ ବିଧାୟକ ଭାବେ ବିଷ୍ଣୁଚରଣ ଦାସ ନିର୍ବାଚିତ ହୋଇଥିଲେ ଏହାର କିଛିଦିନ ପରେ ଅସୁସ୍ଥତା ହେତୁ ତାଙ୍କର ପରଲୋକ ଘଟିଲା।

Related posts

ଦୁର୍ନୀତି ନିବାରଣ ବିଭାଗ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

Odisha Halchal

ଶେଷ ବଲ୍‌ରେ ଚୌକା ମାରିଲେ ଏମ୍‌ଏସ୍‌ ଧୋନୀ, ମୁମ୍ବାଇ ବିପକ୍ଷ ମ୍ୟାଚରେ ଚେନ୍ନାଇ ୩ ୱିକେଟ୍‌ରେ ବିଜୟୀ

Odisha Halchal

ଜିଲ୍ଲା ରେ ପୁଣି ବାଘ ଆତଙ୍କ ଗୁହାଳରେ ପଶି ବଳଦ କୁ କଲା ଶିକାର

Odisha Halchal

Leave a Comment