ଓଡ଼ିଶା ଖବରନ୍ୟୁଜ୍

ବହୁ ବାଦ ବିବାଦ ପରେ ହାତରୁ ଦି’ହାତ ହେବାକୁ ଯାଉଛନ୍ତି ତିର୍ତ୍ତୋଲ ବିଧାୟକ

ବହୁ ବାଦ ବିବାଦ ପରେ ହାତରୁ ଦି’ହାତ ହେବାକୁ ଯାଉଛନ୍ତି ତିର୍ତ୍ତୋଲ ବିଧାୟକ

ବହୁ ବାଦ ବିବାଦ ପରେ ହାତରୁ ଦି’ହାତ ହେବାକୁ ଯାଉଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ତାଙ୍କ ପ୍ରେମିକା ସୋମାଲିକା ଦାଶଙ୍କ ସହ କୋର୍ଟ ମ୍ୟାରେଜ୍ ପାଇଁ ଜଗତସିଂହପୁର ସବ୍ ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିବା ଜଣାଯାଇଛି ।

ଉଭୟ ପଟରୁ ରାଜି ଥିବା ବେଳେ ଆଉ ମାସକ ପରେ ସବ ରେଜିଷ୍ଟ୍ରି ଅଫିସରୁ ନୋଟିସ ଯିବା ପରେ ବାହାଘର ହେବ । ଆଜି ରେଜିଷ୍ଟ୍ରି ଲେଖାପଢା ପରେ ଉଭୟ ଖୁସି ଥିବା ଦେଖାଯାଇଛି ।

ତେବେ ତାଙ୍କ ମାଙ୍କ ଦେହ ଭଲ ନଥିବାରୁ ଖୁବ୍ ଶ୍ରୀଘ୍ର ବିବାହ କରିବେ ବୋଲି କହିଛନ୍ତି ବିଜୟ ଶଙ୍କର ଦାସ

ସ୍ବର୍ଗତ ବିଷ୍ଣୁ ଦାସଙ୍କ ପୁଅ ହେଉଛନ୍ତି ବିଧାୟକ ବିଜୟ ଶଙ୍କର ଦାସ । ୨୦୧୯ରେ ତିର୍ତ୍ତୋଲ ବିଧାୟକ ଭାବେ ବିଷ୍ଣୁଚରଣ ଦାସ ନିର୍ବାଚିତ ହୋଇଥିଲେ ଏହାର କିଛିଦିନ ପରେ ଅସୁସ୍ଥତା ହେତୁ ତାଙ୍କର ପରଲୋକ ଘଟିଲା।

Related posts

ବିପଦ ସଙ୍କୁଳ ଅବସ୍ଥାରେ କାମ କରୁଛନ୍ତି ବିଦ୍ୟୁତ୍ କର୍ମଚାରୀ

Odisha Halchal

ଜନ୍ମେଜୟ ସାହୁ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସାଧାରଣ ସମ୍ପାଦକ (ଓବିସି) ଭାବେ ମନୋନୀତ

Odisha Halchal

ପ୍ରଧାନମନ୍ତ୍ରୀ ଆବାସ ଗୃହରୁ ବଞ୍ଚିତ

Odisha Halchal

Leave a Comment