ଅପରାଧଓଡ଼ିଶା ଖବରନ୍ୟୁଜ୍

ସାଇବର ଠକଙ୍କ ହାତରେ ସଙ୍ଖି କଣ୍ଢେଇ ଭିଭିଆଇପି

ସାଇବର ଠକଙ୍କ ହାତରେ ସଙ୍ଖି କଣ୍ଢେଇ ଭିଭିଆଇପି

କେନ୍ଦ୍ରାପଡା:-(ରିପୋର୍ଟ୍ -ଜନ୍ମେଜୟ ବିଶ୍ଵାଳ)ଟଙ୍କା ମାଗୁଛନ୍ତି ବାଚସ୍ପତି! ସାଇବର ଠକଙ୍କ ହାତରେ ସଙ୍ଖି କଣ୍ଢେଇ ଭିଭିଆଇପି କାହାକୁ ଛାଡୁ ନାହାଁନ୍ତି ଯେତେବେଳେ ଯାହାକୁ ଚାହୁଁଛନ୍ତି ତାକୁ ନଚାଉଛନ୍ତି ।

ସାଇବର ଜାଲରେ କିଏ କେତେବେଳେ ବି ଫଶିପାରେସାଇବର ଠକଙ୍କ ଟ୍ରାର୍ଗେଟରେ ଏବେ ବଡ଼ ରାଜନେତା ବାଚସ୍ପତି ଓମ୍ ବିଲ୍ଲାଙ୍କ ନାଁ କୁ ବ୍ୟବହାର କରି ହୋଇଛି ଠକେଇ ଉଦ୍ୟମ। ପୂର୍ବରୁ ବାଚସ୍ପତିଙ୍କ ନାଁ କହି ସାଇବର ଠକେଇ ପାଇଁ ଉଦ୍ୟମ ହୋଇଥିବା ବେଳେ ଏବେ ସାମ୍ନାକୁ ଆସିଛି ଠକେଇର ଆଉ ଏକ କଳା କାରନାମା।

ଏହି ଠକଙ୍କ ହାବୁଡ଼ରେ ପଡିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମାହାନ୍ତି ତାଙ୍କୁ ଆସିଥିବା ଏହି ମେସେଜ କୁ ଭଲଭାବରେ ଦେଖନ୍ତୁ। 9480918183 ନମ୍ବରେ ଥିବା WhatsApp ରେ ବାଚସ୍ପତି ଓମ୍ ବିଲ୍ଲାଙ୍କ ଫଟୋ ଲଗାଯାଇଛି। ଆଉ ଏହି ନମ୍ବରେ ଅନୁଭବଙ୍କ ପାଖକୁ ପଠାଯାଇଛି ମେସେଜ୍।

ଏହା ନାସ୍ପସଟ୍ କୁ ସେୟାର କରି ସାଇବର ସେଲକୁ ଅବଗତ କରିଛନ୍ତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସାଂସଦ ଅନୁଭବ। ତେବେ ଠକକୁ ଧରିବା ଏତେ ସହଜ ନୁହେଁ।

Related posts

ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ ଆରମ୍ଭ ହେବ ହକି ମହାକୁମ୍ଭ

Odisha Halchal

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ପରଲୋକ

Odisha Halchal

ବାଲ୍ୟ ବିବାହ ନିରାକରଣ ସଚେତନତା ରାଲି

Odisha Halchal

Leave a Comment