ଓଡ଼ିଶା ଖବରନ୍ୟୁଜ୍

ପିକ୍ଅପ ଭେନ ଓଲଟି ଦୁଇ ମୃତ ଦୁଇ ଗୁରୁତର

ପିକ୍ଅପ ଭେନ ଓଲଟି ଦୁଇ ମୃତ ଦୁଇ ଗୁରୁତର

ମାଲକାନଗିରି:- ୨୯/୦୪/୨୦୨୨ (ରିପୋର୍ଟ-କ୍ରିଷ୍ଣପଦୋ ରାୟ) ବର୍ତ୍ତମାନ ର ଗୁରୁତ୍ଵପୂର୍ଣ୍ଣ ଖବର ଯାହା ମାଲକାନଗିରି ରୁ ଆସି ପହଞ୍ଚିଛି। ମୋଟାମୋଟି ଭାବରେ ଏକ ଦୁଃଖଦ ଖବର।

ଗୋଟିଏ ପିକ୍ଅପ ଭେନ ଯୋଗେ ସାତ ଜଣ ଯାତ୍ରୀ ବସିଯାତ୍ରା କରିଥିବା ସମୟରେ ଗାଡ଼ି ଟି ଏକ ମଟରସାଇକେଲ କୁ ସାଇଟ୍ ଦେବାକୁ ଯାଇ ଭାରସାମ୍ୟ ହରାଇ ପାଲଟି ହୋଇଛି।ତେବେ ଦୁର୍ଭାଗ୍ୟ ଜନକ ଏହି ଘଟଣା,ମାଲକାନଗିରି ଜିଲ୍ଲା ଭେଜେଙ୍ଗିୱଡ଼ା ନିକଟସ୍ଥ ବଦିଲିଗୁଡ଼ା ଗ୍ରାମ ଠାରେ ପିକପି ଭେନ ଓଲଟି 4 ଜଣ ଗୁରୁତର ଆହତ ହୋଇଥିବା ବେଳେ,ଆହତଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ତେବେ, ସେଥିମଧ୍ୟରୁ ଡକ୍ଟର ଦୁଇ ଜଣଙ୍କୁ ମୃତ

ଘୋଷଣା କରିଥିବା ବେଳେ,ଅନ୍ୟ ଦୁଇ ଜଣ ଗୁରୁତର ଆହତ ଅବସ୍ଥାରେ ଅନ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ସୂଚନା ମୁତାବକ କେନ୍ଦୁ ପତ୍ର ଅନଲୋଡ଼ କରି ଗାଡ଼ିଟି ଫେରୁଥିବା ସମୟରେ ଦ୍ରୁତ ଗତିର ଶୀକାର ହୋଇ ଭାରସମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଥିଲା।

Related posts

ବହୁ ଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ୱିନୀ ବିବାଦ ମାମଲା, ତପସ୍ୱିନୀଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

Odisha Halchal

ଚଉରା ପୂଜା କରୁଥିଲେ ମହିଳା, ଚେନ୍‌ ଝାମ୍ପି ନେଲା ଲୁଟେରା

Odisha Halchal

‘Bhool Bhulaiyaa-2’ ହିଟ୍‌ ହେବା ପରେ ଗଙ୍ଗା ଆରତୀରେ ହେଲେ ସାମିଲ

Odisha Halchal

Leave a Comment