ଓଡ଼ିଶା ଖବରନ୍ୟୁଜ୍

ସମଲିଙ୍ଗୀ ପ୍ରେମ ପାଇଁ ହରିୟାନାରୁ ଓଡିଶା

ସମଲିଙ୍ଗୀ ପ୍ରେମ ପାଇଁ ହରିୟାନାରୁ ଓଡିଶା

ବାଲେଶ୍ୱର /ଭୋଗରାଇ:- ପ୍ରେମ ପାଇଁ କିଏ ଜୀବନ ହାରୁଛି ତ ଆଉ କିଏ ପ୍ରେମ ପାଇଁ ଦେଶ ବିଦେଶ ଛାଡି ଅଜଣା ସ୍ଥାନ କୁ ପଳାଇ ଆସୁଛି ହେଲେ ଆଜି ସେହିପରି ଭୋଗରାଇ ରେ ଏକ ଘଟଣା ଆଲୋଡନ ସୃଷ୍ଟି କରିଛି।

ଜଣେ ଯୁବତୀ ହରିୟାନା ରୁ ବାଲେଶ୍ୱରର ଭୋଗରାଇ ପଳେଇ ଆସିଛନ୍ତି ଯାହା ସାରା ଭୋଗରାଇ ରେ ଆଜି ଚର୍ଚ୍ଚା ର ବିଷୟ ବସ୍ତୁ ପାଲିଟିଛି। ସୂଚନା ମୁତାବକ ଭୋଗରାଇରେ ଆଲୋଡ଼ନ ସମଲିଙ୍ଗୀ ପ୍ରେମ ।

ନାବାଳିକା ଝିଅକୁ ବାହା ହେବାକୁ ଭୋଗରାଇରେ ପହଞ୍ଚିଛନ୍ତି ଜଣେ ହରିୟାନା ଯୁବତୀ । ଉଭୟ ବାହାଘର ନିଷ୍ପତ୍ତି ନେଇ ପଳାଇ ଯାଉଥିବା ବେଳେ ଆଜି କୌଣସି ପ୍ରକାର ଚନ୍ଦନେଶ୍ବର ଫାଣ୍ଡି ପୋଲିସ ଖବର ପାଇ ଉଭୟଙ୍କୁ ଅଟକ ରଖି ତଦନ୍ତ କରୁଛି ।

Related posts

ଧରାପଡିଲେ ଲୁଟେରା ଗ୍ୟାଙ୍ଗ, ମାଷ୍ଟରମାଇଣ୍ଡ ଥିବା ନାବାଳକ ସହ ୫ଜଣଙ୍କୁ ବାନ୍ଧିଲା ପୋଲିସ

Odisha Halchal

ଲୁଟ ସୁନା ଗହଣା ସହ ଦୁଇ ଲୁଟେରାଙ୍କୁ କାବୁ କଲା ପୋଲିସ

Odisha Halchal

ଅନାଥ ହେଲେ ତିନି କଅଁଳ ଶିଶୁ

Odisha Halchal

Leave a Comment