ଅପରାଧଓଡ଼ିଶା ଖବରଖେଳନ୍ୟୁଜ୍

ଖେଳିବାକୁ ଆସି ଜଣେ ଆର୍ଥଲେଟଙ୍କୁ ନିର୍ଯାତନା

ଖେଳିବାକୁ ଆସି ଜଣେ ଆର୍ଥଲେଟଙ୍କୁ ନିର୍ଯାତନା

ଖେଳିବାକୁ ଆସି ଜଣେ ଆଥଲେଟ ନିର୍ଯାତନାର ଶିକାର ହୋଇଥିବାର ଅଭିଯୋଗ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ୟୁନିଭର୍ସିଟି ହଷ୍ଟେଲରେ ଉତ୍ପୀଡ଼ନର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ରାଉଲକେଲାର ସଂପୃକ୍ତ ଜୁନିଅର ଆଥଲେଟ୍ ଙ୍କୁ ସିନିୟର ନିର୍ଯାତନା ଦେଇଥିବାର ସୁଚନା ମିଳିଛି । ରାଉଲକେଲାର ୨ ଓ ପୋଷ୍ଟାଲ ର ଜଣେ ସିନିଆ ଆଥଲେଟଙ୍କ ନାଁରେ ଅଭିଯୋଗ ହୋଇଥିଲା ।

ତେବେ ବର୍ତ୍ତମାନ ଏହି ୩ ସିନିୟର ଆଥଲେଟଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ୍ । ସୁଚନା ଅନୁସାରେ ପିଡ଼ିତାଙ୍କୁ ଧରି ଡ଼ିସିପିଙ୍କୁ ଭେଟିବା ପରେ ଇନଫୋସିଟି ଥାନାରେ ରୁଜୁ ହୋଇଥିଲା ମାମଲା ।

Related posts

ଘର ଭୁଷୁଡି ବୃଦ୍ଧ ମୃତ

Odisha Halchal

ବନାଞ୍ଚଳ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Odisha Halchal

ପାଣି ପାଇଁ ଦୁଇ ଗାଁ ମଧ୍ୟରେ ସଂଘର୍ଷ

Odisha Halchal

Leave a Comment