ଖେଳିବାକୁ ଆସି ଜଣେ ଆର୍ଥଲେଟଙ୍କୁ ନିର୍ଯାତନା

0
43
ଖେଳିବାକୁ ଆସି ଜଣେ ଆର୍ଥଲେଟଙ୍କୁ ନିର୍ଯାତନା
ଖେଳିବାକୁ ଆସି ଜଣେ ଆର୍ଥଲେଟଙ୍କୁ ନିର୍ଯାତନା

ଖେଳିବାକୁ ଆସି ଜଣେ ଆଥଲେଟ ନିର୍ଯାତନାର ଶିକାର ହୋଇଥିବାର ଅଭିଯୋଗ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ୟୁନିଭର୍ସିଟି ହଷ୍ଟେଲରେ ଉତ୍ପୀଡ଼ନର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ରାଉଲକେଲାର ସଂପୃକ୍ତ ଜୁନିଅର ଆଥଲେଟ୍ ଙ୍କୁ ସିନିୟର ନିର୍ଯାତନା ଦେଇଥିବାର ସୁଚନା ମିଳିଛି । ରାଉଲକେଲାର ୨ ଓ ପୋଷ୍ଟାଲ ର ଜଣେ ସିନିଆ ଆଥଲେଟଙ୍କ ନାଁରେ ଅଭିଯୋଗ ହୋଇଥିଲା ।

ତେବେ ବର୍ତ୍ତମାନ ଏହି ୩ ସିନିୟର ଆଥଲେଟଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ୍ । ସୁଚନା ଅନୁସାରେ ପିଡ଼ିତାଙ୍କୁ ଧରି ଡ଼ିସିପିଙ୍କୁ ଭେଟିବା ପରେ ଇନଫୋସିଟି ଥାନାରେ ରୁଜୁ ହୋଇଥିଲା ମାମଲା ।

LEAVE A REPLY

Please enter your comment!
Please enter your name here