ଅପରାଧଓଡ଼ିଶା ଖବରନ୍ୟୁଜ୍

ବନ୍ଧୁକ ଦେଖାଇ ୨ ଲକ୍ଷ ୭୭ ହଜାର ଟଙ୍କା ଲୁଟି ନେଲା ଲୁଟେରା

ବନ୍ଧୁକ ଦେଖାଇ ୨ ଲକ୍ଷ ୭୭ ହଜାର ଟଙ୍କା ଲୁଟି ନେଲା ଲୁଟେରା

ବନ୍ଧୁକ ଦେଖାଇ ଲୁଟ୍ ହେଲା ୨ ଲକ୍ଷ ୭୭ ହଜାର ଟଙ୍କା । ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ଦହିପୁର ଶନି ମନ୍ଦିର ନିକଟରୁ ବନ୍ଧୁକ ଦେଖାଇ ଲୁଟି ନେଲେ ୩ ଲୁଟେରା ।

ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ୍‌ରେ ଫେରିଲା ବେଳେ ଲୁଟ୍ ର ଶିକାର ହୋଇଛନ୍ତି ଜଣେ ବୟସ୍କ । ଗୋଟିଏ ବାଇକ୍ ରେ ଆସି ୩ଜଣ ଲୁଟେରା ଲୁଟ୍ କରିଥିବା ଥାନାରେ ବର୍ତ୍ତମାନ ଅଭିଯୋଗ ହୋଇଛି ।

ସୁଚନା ଅନୁସାରେ ଦିନକୁ ଦିନ ରାଜ୍ୟରେ ଲୁଟ୍ କାରବାର ବଢୁଥିବା ବେଳେ ପୋଲିସ୍ ଆଖିରେ ଧୁଳି ଦେଇ ଲୁଟ୍ କରୁଛନ୍ତି ଲୁଟେରା । ଯାହାକୁ ଧରିବା ପୋଲିସ୍ ପାଇଁ ବର୍ତ୍ତମାନ ଗୋଟିଏ ପ୍ରକାର ଚ୍ୟାଲେଞ୍ଜିଂ ହୋଇପଡ଼ିଛି ।

Related posts

ବଢିଲା ବାତ୍ୟା ଆଶଙ୍କା

Odisha Halchal

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

Odisha Halchal

ଚୋରା ପ୍ରେମ ଭାରି କଷ୍ଟ ଦାୟକ

Odisha Halchal

Leave a Comment