ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ରାଜ୍ୟରେ ଦୁଇ ଦିନ ପାଇଁ ଘୁଞ୍ଚିଲା ସମସ୍ତ ପରୀକ୍ଷା

ରାଜ୍ୟରେ ଦୁଇ ଦିନ ପାଇଁ ଘୁଞ୍ଚିଲା ସମସ୍ତ ପରୀକ୍ଷା

ଭାରତ ବନ୍ଦ: ରାଜ୍ୟରେ ଦୁଇ ଦିନ ପାଇଁ ଘୁଞ୍ଚିଲା ସମସ୍ତ ପରୀକ୍ଷା, ପରବର୍ତ୍ତୀ ତାରିଖ ଘୋଷଣା ହେବା ପରେ ହେବ ପରୀକ୍ଷା
ରାଜ୍ୟରେ ଆଜି ଓ କାଲି ଟ୍ରେଡ୍ ୟୁନିଅନ୍ ପକ୍ଷରୁ ଭାରତ ବଡ଼ ଡାକର ଦିଆଯାଇଛି । ଯାହାକୁ ନେଇ ପୁରା ଦେଶରେ ଏବେ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । ଏଭଳି ସ୍ଥିତିରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଦୁଇ ଦିନ ପାଇଁ ସମସ୍ତ ପରୀକ୍ଷା ଘୁଞ୍ଚାଇଛନ୍ତି ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୁପକ୍ଷ ।

ଉତ୍କଳ ବିଶ୍ୱ ବିଦ୍ୟାଳୟ ଓ ଏହା ଅଧୀନରେ ଥିବା ସମସ୍ତ କଲେଜ ଗୁଡିକରେ ପରୀକ୍ଷା ଘୁଞ୍ଚାଇବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଓ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ମଧ୍ୟ ପରୀକ୍ଷା ଘୁଞ୍ଚାଯାଇଛି ଭାରତ ବନ୍ଦ କୁ ଦୃଷ୍ଟିରେ ରଖି ।

ତେବେ ଆସନ୍ତାକାଲି ପରେ ଘୁଞ୍ଚାଯାଇଥିବା ଦୁଇଟି ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯାଇ ପିଲାମାନଙ୍କ ପରୀକ୍ଷା କରାଯିବ ବୋଲି ସୂଚନା ରହିଛି ।

Related posts

Y M C କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପହଞ୍ଚିଲେ ଅଭିନେତ୍ରୀ ଓ ରାଜନେତା

Odisha Halchal

ମାରିଓପୋଲକୁ ସମ୍ପୂର୍ଣ୍ଣ ଅକ୍ତିଆର କରିବାକୁ ଅନ୍ତିମ ଲଢେଇ ଜାରି ରଖିଛି ଋଷ

Odisha Halchal

KGF ଫେମ୍ ଅଭିନେତା ମୋହନ ଜୁନେଜାଙ୍କ ପରଲୋକ

Odisha Halchal

Leave a Comment