Month : March 2024

ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବ୍ୟବସାୟ

୬୮ ବୋତଲ ବିଦେଶୀ ମଦ ଜବତ, ଜଣେ ଗିରଫ

Odisha Halchal
ନୂଆପଡ଼ା :-ଓଡ଼ିଶା ହାଲଚାଲ (ରିପୋର୍ଟ-ଚେତୁରାମ ପ୍ରଧାନୀ)ନୂଆପଡ଼ା ଜିଲ୍ଲା କୋମନା ଥାନା କୁରେଶ୍ଵର ପଞ୍ଚାୟତ ଉଦ୍ୟାନବନ୍ଧ ସ୍ଥିତ ଆପନା ଢ଼ାବା ରେ ବିଶେଷ ସୂତ୍ରରୁ ଖବର ପାଇ କୋମନା ପୋଲିସ ରେଡ଼ କରିଥିଲେ । ରେଡ଼...
ଓଡ଼ିଶା ଖବରନ୍ୟୁଜ୍

ପାଣି ଢାଳିବାକୁ ଆସି ଜୀବନ ଚାଲିଗଲା

Odisha Halchal
କାଲିମେଳା :-ଓଡ଼ିଶା ହାଲଚାଲ ( ରିପୋର୍ଟ-ନିବାଶ ମ୍ରିଧା)ମାଲକାନଗିରି ଜିଲ୍ଲା ପଟେରୁ ମହାଉତ୍ସବ କୁ ପାଣି ଢାଳିବାକୁ ଆସି ଦୁର୍ଘଟଣାରେ ଚାଲିଗଲା ଜୀବନ l ଘଟଣାଟି ଘଟିଛି ଏମପିଭି 23ନମ୍ବର ପେଟ୍ରୋଲ ପମ୍ପ ନିକଟ 326...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଅଦିନିଆ ବର୍ଷାରେ ରାସ୍ତା ଶୋଚନୀୟ

Odisha Halchal
ନୂଆପଡ଼ା :- ଓଡ଼ିଶା ହାଲଚାଲ (ରିପୋର୍ଟ-ଚେତୁରାମ ପ୍ରଧାନୀ) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥ ଠାରୁ ସିଆଲଲଟିକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇ ପଡିଥ‌ିବା ଅଭିଯୋଗ ହୋଇଛି।...
ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଆବର୍ଜନାମୟ ବସଷ୍ଟାଣ୍ଡ ମହିଳା ପରିଶ୍ରାଗାରର ଦୟନୀୟ ଅବସ୍ଥା

Odisha Halchal
ଭଞ୍ଜନଗର:-(ଓଡିଶା ହାଲଚାଲ) ଭଞ୍ଜନଗର ବସଷ୍ଟାଣ୍ଡକୁ ପ୍ରତି ଦିନ ହଜାର ହଜାର ଯାତ୍ରୀ ଆସନ୍ତି କିନ୍ତୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସୁଖ ନିଦ୍ରା ଯୋଗୁଁ ବସଷ୍ଟାଣ୍ଡ ପଥପ୍ରାନ୍ତ ପରିଶ୍ରାଗାର ସବୁସମୟରେ...
ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବରବ୍ୟବସାୟ

ବିପୁଳ ମାତ୍ରାରେ କଫସିରଫ ଓ ନିଶା ବଟିକା ଜବତ

Odisha Halchal
ବଲାଙ୍ଗୀର:-ଓଡିଶା ହାଲଚାଲ(ରିପୋର୍ଟ -ଜନ୍ମେଜୟ ଚନ୍ଦନ) ତୁରେକେଲା ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି । ବହୁତ ସହଜରେ ନିଶା ସାମଗ୍ରୀ ମିଳୁଥିବାରୁ ଲୋକେ ଏହାକୁ ବ୍ୟବହାର କରୁଛନ୍ତି।...
ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ବାଇକକୁ ଧକ୍କାଦେଲା ଟ୍ରକ

Odisha Halchal
ରାୟଗଡା:-ଓଡ଼ିଶା ହାଲଚାଲ(ରିପୋର୍ଟ-ପ୍ରସାଦ ସାହୁକାର) ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଖୁଣ୍ଟବାଡି ଗ୍ରାମ ନିକଟରେ ବାଇକକୁ ପଛପଟୁ ଟ୍ରକ ଧକ୍କାଦେବାରୁ ବାଇକରେ ବସିଥିବା ହାଇସ୍କୁଲ ଛାତ୍ରୀଙ୍କ ଘଟଣା ସ୍ଥଳରେ ମୃତ ଘଟିଥିବା ବେଳେ ଚାଳକ...
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ଶୁଭାରମ୍ଭ ହେଲା କୋମନା ଲୋକ ମହୋତ୍ସବ

Odisha Halchal
ନୂଆପଡ଼ା:- ଓଡ଼ିଶା ହାଲଚାଲ (ରିପୋର୍ଟ-ଚେତୁରାମ ପ୍ରଧାନୀ)ନୂଆପଡା ଜିଲ୍ଲା କୋମନା ବ୍ଲକ ସ୍ଥାନୀୟ କୋମନା ଗଡ଼ର କଳା ସଂସ୍କୃତି ଲୋକଗୀତ, ନାଚ, ସଂଗୀତ, ଐତିହ୍ୟ, ପରମ୍ପରାର ମହାପର୍ବ କୋମନା ଲୋକ ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି.ଅନୁଷ୍ଟାନର...
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ ଆଜିଠାରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି

Odisha Halchal
ସୁନ୍ଦରଗଡ:- ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ ଆଜିଠାରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏଥର ଜିଲା ୪୧୨ ତଫସିଲ ଭୁକ୍ତ ଜାତି ଏବଂ ଜନଜାତି ବିକାଶ ବିଭାଗ ଅଧିନର ହଷ୍ଟେଲମାନଙ୍କରେ ରହୁଥିବା...
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ଗର୍ଜନ ପାହାଡରେ ପୁଣି କଳାବାଘର ଗର୍ଜନ

Odisha Halchal
ସୁନ୍ଦରଗଡ :-(ଓଡିଶା ହାଲଚାଲ) ବିରଳ ପ୍ରାଣୀଙ୍କୁ ନେଇ ସମୃଦ୍ଧ ହେଉଛି ଓଡିଶାର ଜଙ୍ଗଲ । ସୁନ୍ଦରଗଡ ହେମଗିରି ଗର୍ଜନ ପାହାଡରେ ପୁଣି କଳାବାଘର ଗର୍ଜନ । ବନବିଭାଗ କ୍ୟାମେରାରେ କଏଦ ହୋଇଛି ବ୍ଲାକ୍ ପାନ୍ଥର...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

କଂଗ୍ରେସ ର ସମାବେଶ, ରାଜନେତାଙ୍କ ଟଙ୍କା ଦେଇ ଲୋକ ଜମା କରିବା ପୁରୁଣା ଅଭ୍ୟାସ।

Odisha Halchal
ଓଡିଶା ହାଲଚାଲ ଜୟପୁର :- (ଓଡିଶା ହାଲଚାଲ) କୋରାପୁଟ ଜିଲ୍ଲା ଜୟପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ଏହି ଶୋଭାଯାତ୍ରା ଜୟପୁର ପାୱାର ହାଉସ ଛକ ଠାରୁ ଆରମ୍ଭ...