ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବ୍ୟବସାୟ

୬୮ ବୋତଲ ବିଦେଶୀ ମଦ ଜବତ, ଜଣେ ଗିରଫ

୬୮ ବୋତଲ ବିଦେଶୀ ମଦ ଜବତ, ଜଣେ ଗିରଫ

ନୂଆପଡ଼ା :-ଓଡ଼ିଶା ହାଲଚାଲ (ରିପୋର୍ଟ-ଚେତୁରାମ ପ୍ରଧାନୀ)ନୂଆପଡ଼ା ଜିଲ୍ଲା କୋମନା ଥାନା କୁରେଶ୍ଵର ପଞ୍ଚାୟତ ଉଦ୍ୟାନବନ୍ଧ ସ୍ଥିତ ଆପନା ଢ଼ାବା ରେ ବିଶେଷ ସୂତ୍ରରୁ ଖବର ପାଇ କୋମନା ପୋଲିସ ରେଡ଼ କରିଥିଲେ ।

ରେଡ଼ କଲା ବେଳେ ୬୮ ବୋତଲ ବିଦେଶୀ ମଦ ଜବତ ହୋଇଥିଲା । ଓ ଜଣକୁ ଗିରଫ କରିଥିଲା ।ଗିରଫ ଜଣକ ହେଲେ ସୁପଲ ମେହେର ବୟସ ୪୫ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Related posts

ବିଧବା ମହିଳାଙ୍କ ବେକ କାଟି ହତ୍ୟା, ସନ୍ଦେହରେ ପୁଅ

Odisha Halchal

ଫେଲ ମାରିଛି ବାର୍ଦ୍ଧକ୍ୟତା

Odisha Halchal

ଟଙ୍କା ପାଇଁ ଭୁଲିଗଲା ସ୍ନେହ, ମାକୁ ପିଟି ପିଟି ହତ୍ୟା କଲା ପୁଅ

Odisha Halchal

Leave a Comment