Month : March 2024

ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ମଇଁଷି ଗୋଠକୁ ଧକ୍କା  ଦେଲା ମୋଟର ସାଇକେଲ

Odisha Halchal
ଗୁଡାରୀ:-ଓଡିଶା ହାଲଚାଲ (ରିପୋର୍ଟ-ମକରଧ୍ଵଜ କାଦମ୍ବlଲୁ)ରାୟଗଡା ଜିଲ୍ଲାର ୩୨୬ ନମ୍ବର ଜାତୀୟ ରାଜପଥର ମୁଚିକି ପଦର ଛକ ନିକଟରେ ମଇଁଷି ଗୋଠକୁ ମୋଟର ସାଇକେଲ ଧକ୍କା ଦେବା ଫଳରେ ବାଇକ ଆରୋହି ଗୁରୁତର ହୋଇ ତଳେ...
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଦୁଇ ବାଇକ ମୁହାଁମୁହିଁ ଧକ୍କା

Odisha Halchal
ବଲାଙ୍ଗୀର:-(ରିପୋର୍ଟ -ଜନ୍ମେଜୟ ଚନ୍ଦନ)ବଲାଙ୍ଗୀର ସହର ସଦର ଥାନା ଅନ୍ତର୍ଗତ ଲର୍କୀପାଲି ସରକାରୀ ଆଇଟିଆଇ ସମ୍ମୁଖରେ ଦୁର୍ଘଟଣା। ଦୁଇ ବାଇକ ମୁହାଁମୁହିଁ ଧକ୍କା। ଘଟଣାରେ ଜଣେମୃତ ୩ ଜଣ ଗୁରୁତର ହୋଇଥିବା ସୂଚନl ରହିଥିବା ବେଳେ...
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ଜନ୍ମେଜୟ ସାହୁ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସାଧାରଣ ସମ୍ପାଦକ (ଓବିସି) ଭାବେ ମନୋନୀତ

Odisha Halchal
ଦେଓଗାଁ:- (ରିପୋର୍ଟ-ଗୌରହରି ସାହୁ )ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ତଥା ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଜନ୍ମେଜୟ ସାହୁ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସାଧାରଣ ସମ୍ପାଦକ (ଓବିସି) ଭାବେ ମନୋନୀତ...
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ମୁନିଗୁଡ଼ା ପ୍ରେସ କ୍ଲବର ୧୮ତମ ବାର୍ଷିକ ଉତ୍ସବ

Odisha Halchal
ମୁନିଗୁଡ଼ା:-(ରିପୋର୍ଟ-ପ୍ରସାଦ ସାହୁକାର )ରାୟଗଡ଼ା ଜିଲ୍ଲା ଐତିହ୍ୟ ନଗରୀ ମୁନିଗୁଡ଼ା ନିକଟସ୍ଥ ସ୍ବେଛାସେବୀ ଅନୁଷ୍ଠାନ ନିୟୁହୋପ ପରିସରରେ ପ୍ରେସ କ୍ଲବ,ମୁନିଗୁଡ଼ାର ୧୮ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ପ୍ରେସ କ୍ଲବ ସଭାପତି ରାଜିବାଲୋଚନ ଦାସଙ୍କ ସଭାପତିତ୍ବ ଓ...
ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ମାଥିଲି ପୋଲିସକୁ ମିଳିଛି ସଫଳତା

Odisha Halchal
ମାଲକାନଗିରି:- (ରିପୋର୍ଟ- କ୍ରିଷ୍ନପଦ ରାୟ) ମାଥିଲି ପୋଲିସ କୁ ମିଳିଛି ସଫଳତା ମାଥିଲି ଗୋବିନ୍ଦପାଲ୍ଲି ଚେକପୋଷ୍ଟ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ କାରକୁ ବିଶେଷ ସୂତ୍ରରୁ ଖବର ପାଇଁ ମାଥିଲି ପୋଲିସ ପକ୍ଷରୁ...