ଅପରାଧଓଡ଼ିଶା ଖବରନ୍ୟୁଜ୍ସନ୍ତାନ ପାଇବା ଆଶାରେ ଅନୈତିକ କାର୍ଯ୍ୟOdisha HalchalJanuary 31, 2023 by Odisha HalchalJanuary 31, 2023025 ବଲାଙ୍ଗୀର :-ପରକୀୟା ପ୍ରୀତି ରେ ରାକ୍ଷଶୁନି ସାଜିଲା ବହୁ |ଗତ ମଙ୍ଗଳ ବାର ରେ ଯଉ ହତ୍ୟା କାଣ୍ଡ ଘଟିଥିଲା ତାହା ପୋଲିସ ହାତ ରେ ଖୁବ ଶୀଘ୍ର ହିଁ ଧରାପଡ଼ିଯାଇଛି |ସଇଁତଲା ପୋଲିସ...
ଓଡ଼ିଶା ଖବରନ୍ୟୁଜ୍ପେଟରେ ବର୍ଚ୍ଛା ଗଳି ନାବାଳକ ଗୁରୁତରOdisha HalchalJanuary 31, 2023 by Odisha HalchalJanuary 31, 2023017 ବଲାଙ୍ଗିର:-ପୁଣିଥରେ ପେଟରେ ବର୍ଚ୍ଛା ଗଳି ନାବାଳକ ଗୁରୁତର , ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହେଲା ରାଜୁ ସର୍ଜରୀ ୱାର୍ଡ଼ରେ ଆରମ୍ଭ ହେଲା ଚିକିତ୍ସା |ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅଇଁଲାଭଟା...
ଓଡ଼ିଶା ଖବରନ୍ୟୁଜ୍ଯୁବ ରେଡ୍ କ୍ରସ୍ ପକ୍ଷରୁ ବିଶ୍ଵ କୁଷ୍ଠ ନିରାକରଣ ଦିବସ ପାଳନOdisha HalchalJanuary 31, 2023 by Odisha HalchalJanuary 31, 2023018 ବୌଦ୍ଧ:-(ଜି:ପ୍ର -ଓଡିଶା ହାଲଚାଲ )ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଯୁବ ରେଡ୍ କ୍ରସ ତରଫରୁ ଆଜି ବିଶ୍ଵ କୁଷ୍ଠ ନିରାକରଣ ଦିବସ ମହାନଦୀ ବ୍ରିଜ ଛକ ପାଖରେ ଥିବା ସ୍ଥାନୀୟ କୁଷ୍ଠlଶ୍ରମରେ ପାଳିତ ହୋଇଯାଇଛି...
ଓଡ଼ିଶା ଖବରନ୍ୟୁଜ୍ଗୁଣପୁରରେ ଶହୀଦ ଦିବସ ପାଳିତOdisha HalchalJanuary 31, 2023January 31, 2023 by Odisha HalchalJanuary 31, 2023January 31, 2023018 ଗୁଣପୁର:-(ନି:ପ୍ର ଓଡିଶା ହାଲଚାଲ ) ଗୁଣପୁରରେ ଶହୀଦ ଦିବସ ପାଳିତ ହୋଇଯାଇଛି । ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶହୀଦ ଦିବସ ଭାବେ ପାଳିତ ହୋଇଛି । ଏହି...
ଅପରାଧଓଡ଼ିଶା ଖବରନ୍ୟୁଜ୍ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟା ଘଟଣାରେ ଶଢଯନ୍ତ୍ର !Odisha HalchalJanuary 31, 2023 by Odisha HalchalJanuary 31, 2023035 ବ୍ରଜରାଜନଗର:-(ବ୍ୟୁରୋ :ଓଡିଶା ହାଲଚାଲ )ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ କରିଥିବା ଏଏସଆଇ ଗୋପାଳ ଦାସଙ୍କୁ ନେଇ ରୋଚକ ଖବର।ଗୋପାଳ ଦାସ କାହିଁକି ହତ୍ୟାର ବାଟ ବାଛିଲେ ।କଣ ହତ୍ୟା ପଛରେ କିଛି ଶଢଯନ୍ତ୍ର...
ଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନଏକାଠି ରହିବେ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ରOdisha HalchalJanuary 31, 2023 by Odisha HalchalJanuary 31, 2023031 କଟକ:-ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ବିବାଦ ଘଟଣାରେ ଟ୍ୱିଷ୍ଟ, ବିବାଦର ସମାଧାନ ଓ ଆପୋସ ବୁଝାମଣା ହୋଇଛି କହିଲେ ହ୍ୟୁମାନ, ଏଣିକି ସେମାନେ ଏକାଠି ରହିବେ କହିଲେ ହ୍ୟୁମାନଙ୍କ ମାଆ...
ଓଡ଼ିଶା ଖବରନ୍ୟୁଜ୍ଶ୍ରୀମଦ ଭାଗବତ ପାରାୟଣରେ ଯୋଗ ଦେଲେ ଝଙ୍କଟ ପାଇକ କ୍ଷତ୍ରୀୟ ସମାଜOdisha HalchalJanuary 31, 2023 by Odisha HalchalJanuary 31, 2023032 କଳାହାଣ୍ଡି:-(ସ :ପ୍ର ଓଡିଶା ହାଲଚାଲ)ପନ୍ଦର ଦିନ ବ୍ୟାପି ଶ୍ରୀମଦ ଭାଗବତ ପାରାୟଣରେ ଯୋଗ ଦେଲେ ନୂଆପଡା ଜିଲ୍ଲା ଝଙ୍କଟ ପାଇକ କ୍ଷତ୍ରୀୟ ସମାଜ କର୍ମକର୍ତ୍ତା।କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଗ୍ରାମପଞ୍ଚାୟତ ସ୍ଥାନୀୟ ଗ୍ରାମରେ...
ଅପରାଧଓଡ଼ିଶା ଖବରନ୍ୟୁଜ୍ନକଲି ବିଦେଶୀ ମଦ କାରଖାନା ଠାବ Odisha HalchalJanuary 31, 2023 by Odisha HalchalJanuary 31, 2023019 ନୂଆପଡା:-(ସ :ପ୍ର ଓଡିଶା ହାଲଚାଲ) ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡଧରଣର ସଫଳତା ମିଳିଛି । ନକଳି ବିଦେଶୀ ମଦ କାରଖାନା ଠାବ କରିବା ସହ ଲକ୍ଷାଧିକ ଟଙ୍କା ମୁଲ୍ୟର ଅସଲି କମ୍ପାନୀର ଲେବଲ...
ଅପରାଧଓଡ଼ିଶା ଖବରନ୍ୟୁଜ୍ପଟି ମାଲିକ ଙ୍କ ସହ ପୋଲିସ ବାବୁ ଙ୍କ ମଧୁଚନ୍ଦ୍ରିକାOdisha HalchalJanuary 31, 2023 by Odisha HalchalJanuary 31, 2023022 ସୁବର୍ଣ୍ଣପୁର:-(ନି :ପ୍ର ଓଡିଶା ହାଲଚାଲ) ଜିଲ୍ଲରେ ଏବେ ଜୁଆ ଖେଳ ତଥା ଘୁଡୁ ଘୁଡୁ ପଟି ର ଚାହିଦା ବେଶ ବଢିବା ରେ ଲାଗିଛି l ସେ କୌଣସି ମ୍ୟlଚ ପାଖରେ ହେଉ କି...
ଓଡ଼ିଶା ଖବରନ୍ୟୁଜ୍ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସଵOdisha HalchalJanuary 31, 2023 by Odisha HalchalJanuary 31, 2023019 ଗଂଜାମ :-(ନି :ପ୍ର ଓଡିଶା ହାଲଚାଲ)ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଛି l ବିଦ୍ୟାଳୟର ପରିଚାଳନା କମିଟି ସଭାପତି କୃଷ୍ଣଚନ୍ଦ୍ର ଛାଟେଇଙ୍କ ପୌରହିତ୍ୟରେ...