ଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ଏକାଠି ରହିବେ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର

ଏକାଠି ରହିବେ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର

କଟକ:-ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ବିବାଦ ଘଟଣାରେ ଟ୍ୱିଷ୍ଟ, ବିବାଦର ସମାଧାନ ଓ ଆପୋସ ବୁଝାମଣା ହୋଇଛି କହିଲେ ହ୍ୟୁମାନ, ଏଣିକି ସେମାନେ ଏକାଠି ରହିବେ କହିଲେ ହ୍ୟୁମାନଙ୍କ ମାଆ l

କଣ୍ଠଶିଳ୍ପୀ ହ୍ୟୁମାନ ଶ୍ରୀୟା ବିବାଦ ମାମଲାର ଅନ୍ତ କଟକ ମହିଳା ଥାନାରେ ହେଲା ଆପୋସ ସମାଧାନ କାଉସେଲିଂରେ ହ୍ୟୁମାନ-ଶ୍ରୀୟାଙ୍କ ଆପୋସ ସମାଧାନ ଉଭୟ ପରିବାରବର୍ଗଙ୍କ ଉପସ୍ଥିତିରେ ଆପୋସ ସମାଧାନ l

ମହିଳା ଥାନାରେ ହ୍ୟୁମାନ ଏବଂଶ୍ରୀୟା ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ପାରିବାରିକ ବିବାଦ ମାମଲା ମହିଳା ଥାନାରେ ପହଞ୍ଚିଲେ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ହ୍ୟୁମାନ ସାଗରଙ୍କ ସହ ତାଙ୍କ ମାଆ ମଧ୍ୟ ଥାନାରେ ପହଞ୍ଚିଲେ ଦ୍ୱିତୀୟ ଥର ପାଇଁ ଉଭୟଙ୍କୁ କାଉନସେଲିଂ କରିବ ପୋଲିସ l

Related posts

ଟେକ୍ ହୋମ୍ ଦରମାରେ କେତେ ମିଳିବ ଲୋନ୍? କେତେ ପଡ଼ିବ EMI, ଜାଣନ୍ତୁ RBIର ଗାଇଡଲାଇନ୍

Odisha Halchal

ଫ୍ରି ଫାୟାର ଗେମ ଖେଳକୁ ନେଇ ହତ୍ୟା

Odisha Halchal

ଜିଲ୍ଲା ବାସୀ ଙ୍କ ସପ୍ନ କେବେ ପୂରଣ ହେଵ ସନ୍ଦେହ

Odisha Halchal

Leave a Comment