ଅପରାଧଓଡ଼ିଶା ଖବରନ୍ୟୁଜ୍

ରସିକିଆ ଡାକ୍ତର ଗିରଫ

ପୁଣି ଜଣେ ରସିକିଆ ଡାକ୍ତର ଗିରଫ

ପୁଣି ଜଣେ ରସିକିଆ ଡାକ୍ତର ଗିରଫ, ୪ ଜଣଙ୍କୁ ବିବାହ କରିଥିବା ଅଭିଯୋଗରସିକିଆ ଡାକ୍ତର ଗିରଫ । କଟକ ଏସ୍‌ସିବି ମେଡିକାଲ୍‌ର ଡାକ୍ତରଙ୍କୁ ଗିରଫ କଲା ମହିଳା ଥାନା ପୋଲିସ ।

ଏକାଧିକ ଝିଅଙ୍କୁ ବିବାହ କରି ଠକିବା ଅଭିଯୋଗରେ ଗିରଫ ହେଲେ ଡାକ୍ତର ଆଶିଷ ପଟ୍ଟନାୟକ । ପାହାଳ ନିକଟରୁ ତାଙ୍କୁ ଗିରଫ କରିଛି ପୋଲିସ ।

ଏବେ ସୁଦ୍ଧା ସେ ୪ ଜଣଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି ।ପୁଣି ଜଣେ ରସିକିଆ ଡାକ୍ତର ଗିରଫ, ୪ ଜଣଙ୍କୁ ବିବାହ କରିଥିବା ଅଭିଯୋଗ ।

Related posts

୨୦ ଫୁଟ୍‌ ତଳକୁ ଖସିଲା କଣ୍ଟେନର

Odisha Halchal

ବ୍ଲକରେ ଚାଲିଛି ମହାଦୁର୍ନୀତି

Odisha Halchal

ଅଳିଆ ଆବର୍ଜ୍ଜନା ରେ ପରିପୂର୍ଣ୍ଣ ମନମୁଣ୍ଡା ସହର

Odisha Halchal

Leave a Comment