ଓଡ଼ିଶା ଖବରନ୍ୟୁଜ୍

ରାୟଲ କ୍ଲବ ଗନିୟାରୀ ଦ୍ୱାରା ଜଳ ଛତ୍ର

ରାୟଲ କ୍ଲବ ଗନିୟାରୀ ଦ୍ୱାରା ଜଳ ଛତ୍ର

ନୂଆପଡା :-(ରିପୋର୍ଟ-ଚେତୁରାମ ପ୍ରଧାନୀ)କୋମନା ବ୍ଲକ ଗନିଆରୀ ବସ ଷ୍ଟାଣ୍ଡ 353 ନମ୍ବର ଜାତୀୟ ରାଜପଥ ଠାରେ ରୋୟଲ କ୍ଳବ ଗନିଆରୀ ଦ୍ୱାରା ( ଜଳ ହିଁ ଜିବନ )ଜଳ ଛତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଗ୍ରୀଷ୍ମ ପ୍ରବାହ କୁ ଦେଖି ରୋୟଲ କ୍ଲବ ଗନିଆରୀ ଦ୍ୱାରା ରାସ୍ତା ରେ ଯାତାୟତ Bike ଚାଳକ,ଟ୍ରକ ଚାଳକ,cycle ଚାଳକ,ଆମ୍ବୁଲାନ୍ସ, ଟ୍ରାକଟର, ଭଳି ଅନେକ ଲୋକଙ୍କୁ ମିଠା ପାଣି ଥଣ୍ଡା ପାଣି ସରବତ ପାଣି ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମ କୁ ଅନେକ ଲୋକ ପ୍ରଶଂସା କରିଥିଲେ ଓ ବିଶେଷ କରି Fire Dipartment କୋମନା ପ୍ରଶଂସା କରିଥିଲେ। ପ୍ରତେକ ବାଟୋଇ ଙ୍କୁ ମଧ୍ୟ ଥଣ୍ଡା ପାଣି ପିଇବାପାଇଁ ଦେଇଥିଲେ ରାୟଲ କ୍ଲବ ର ଯୁବକ ମାନଙ୍କୁ ଜନମହଳରେ ପ୍ରଶଂସା କରୁଛନ୍ତି ।ଏହି କାର୍ଯ୍ୟକ୍ରମ ରେ ରୋୟଲ କ୍ଲବ ସଦସ୍ୟ- ଟିକେଶ୍ୱର ହଂସ, ଥୟରାମ ହଂସ,କୈସପ ସାଗରିଆ,ମୋହନ ହଂସ,ଜୟନ୍ତ ନାଗ, ପିଙ୍କୁ ନିଆରୀ, ରୂପଧର ଅଦା,ଭୋଦେବ ହଂସ,ପିତାମ୍ବର ଅଦା,ବିରାଟ ବାଗ,ପରମେଶ୍ୱର ହଂସ,ଗଣେଷ ହୋତା,ରୁଦ୍ରାକ୍ଷର ହଂସ,ନିଗମାନନ୍ଦ ହଂସ,ଦୀପକ ବାଗ,ଥବିର ହଂସ,ସାବନ ହୋତା,ହିତେଶ କଠାର,ପ୍ରତାପ ହଂସ,ଗାନ୍ଧୀ ହଂସ, ପ୍ରମୁଖ କାର୍ଯ୍ୟକାରୀ କରିଥିଲେ।

Related posts

ପୋଖରୀ ପାଣିରେ ବୁଡି ଜଣେ ମୃତ

Odisha Halchal

ବିଜେଡି କର୍ମୀଙ୍କ ବିଜେପି କର୍ମୀଙ୍କୁ ଭୁଜାଲି ମାଡ଼!

Odisha Halchal

ସିଦ୍ଧେଶ୍ବର କୃଷକ ଉତ୍ପାଦକ ସଂଘର ସଭା ଅନୁଷ୍ଠିତ

Odisha Halchal

Leave a Comment