ଓଡ଼ିଶା ଖବରନ୍ୟୁଜ୍

ଅଗ୍ନିକାଣ୍ଡରେ ଲକ୍ଷ୍ୟାଧିକ ଟଙ୍କାର ସମ୍ପତି ଓ ଆସବାପତ୍ର ନଷ୍ଟ

ଅଗ୍ନିକାଣ୍ଡରେ ଲକ୍ଷ୍ୟାଧିକ ଟଙ୍କାର ସମ୍ପତି ଓ ଆସବାପତ୍ର ନଷ୍ଟ

କଟକ :-ଅଗ୍ନିକାଣ୍ଡରେ ୨ବଖରା ଗୃହ ସମେତ ଲକ୍ଷ୍ୟାଧିକଟଙ୍କାର ସମ୍ପତି ଓ ଆସବାନପତ୍ର ନଷ୍ଟ। ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗାବ୍ଳକ ସିନ୍ଧୁପୁର ଗ୍ରାମର ୧୪ ନଂ ୱାଡ ରେ ।

ଅଗ୍ନିକାଣ୍ଡରେ ହୃଦାନନ୍ଦ ରାଉତଙ୍କ ଘର ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଉଛି। ଗ୍ରାମବାସୀ ନିଆଁକୁ ଆୟତ୍ତ କରିବା ପୂର୍ବରୁ ଘର ସମ୍ପୂର୍ଣ୍ଣ ପୋଡି ଯାଇଥିଲା।ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ହୃଦାନନ୍ଦ ରାଉତଙ୍କ ୨ଟି ଗାଡ଼ି,

ଧାନ ବସ୍ତା ୫୦ରୁ ଉର୍ଦ୍ଧ, ପାଣି କଳ୨ଟି ସହ ଲକ୍ଷ୍ୟାଧିକଟଙ୍କାର ସମ୍ପତି ପୋଡିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଅଗ୍ନିବିପର୍ଣ୍ଣଙ୍କୁ ତୁରନ୍ତ ସାହାଯ୍ୟକରିବାପାଇଁ ସାଧାରଣରେ ଦାବି ହୋଇଛି।

Related posts

ଶୌଚ ହେବାକୁ ନେଇ ଝଗଡ଼ା; ଛୁରାମାଡ଼ରେ ଜଣେ ମୃତ ୨ ଗୁରୁତର

Odisha Halchal

ଆରେ ଏ କ’ଣ, ଫାଇନାଲରେ ଜିତିବା ପରେ ମହିଳା ଫୁଟବଲର ନିଜର ଜର୍ସି ଖୋଲିଦେଲେ

Odisha Halchal

ଗୁପ୍‌ଚୁପ୍‌ ଖାଇ ବାକି ଟଙ୍କା ଦେଇ ନ ଥିବାରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ

Odisha Halchal

Leave a Comment