ଓଡ଼ିଶା ଖବରଦେଶ ବିଦେଶମନୋରଞ୍ଜନ

ଓଃ କି ଗରମ୍…ପାଣିରେ ବୁଡି ଯିବା ଟିକେ

ଓଃ କି ଗରମ୍...ପାଣିରେ ବୁଡି ଯିବା ଟିକେ

ଆଖି ଆଗରେ ପାଣି ଟାଙ୍କି ଦେଖି ମାଙ୍କଡ଼ ମାନଙ୍କ ଖୁସି କହିଲେ ନସରେ। ଏ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁ ଥିରେ ମାଙ୍କଡ଼ ମାନେ ଗରମ ସହି ନପାରି ପାଣି ଟାଙ୍କି ଭିତରେ ପଶି ଗାଧେଇବା ସହିତ ପିଇବା ମଜା ନେଉଛନ୍ତି। ମୁଣ୍ଡ ଉପରେ ଟାଣ ଖରା ଏମିତିରେ ଗ୍ରୀଷ୍ମ ଋତୁ ନ ଗାଧେଇଲେ ଗରମ ସହି ହେବନି। ସତେ ଯେମିତି କେଉଁ କାଳରୁ ପାଣିର ଅପେକ୍ଷାରେ ଥିଲେ ମାଙ୍କଡ଼ ମାନେ।

Related posts

ଅନୁସନ୍ଧାନ ଓ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ

Odisha Halchal

ହତ୍ୟାକାରୀ ମାନିଲା ସତ

Odisha Halchal

ଆଦିବାସୀ ଜିଲ୍ଲା ମାନ୍ୟତା ନେଇ ଆନ୍ଦୋଳନ ଦାବି ତେଜିଲା

Odisha Halchal

Leave a Comment