Wednesday, October 5, 2022
Homeଓଡ଼ିଶା ଖବରଓଃ କି ଗରମ୍...ପାଣିରେ ବୁଡି ଯିବା ଟିକେ

ଓଃ କି ଗରମ୍…ପାଣିରେ ବୁଡି ଯିବା ଟିକେ

ଆଖି ଆଗରେ ପାଣି ଟାଙ୍କି ଦେଖି ମାଙ୍କଡ଼ ମାନଙ୍କ ଖୁସି କହିଲେ ନସରେ। ଏ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁ ଥିରେ ମାଙ୍କଡ଼ ମାନେ ଗରମ ସହି ନପାରି ପାଣି ଟାଙ୍କି ଭିତରେ ପଶି ଗାଧେଇବା ସହିତ ପିଇବା ମଜା ନେଉଛନ୍ତି। ମୁଣ୍ଡ ଉପରେ ଟାଣ ଖରା ଏମିତିରେ ଗ୍ରୀଷ୍ମ ଋତୁ ନ ଗାଧେଇଲେ ଗରମ ସହି ହେବନି। ସତେ ଯେମିତି କେଉଁ କାଳରୁ ପାଣିର ଅପେକ୍ଷାରେ ଥିଲେ ମାଙ୍କଡ଼ ମାନେ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର