ଅପରାଧଓଡ଼ିଶା ଖବରନ୍ୟୁଜ୍

ହତ୍ୟାକାରୀ ମାନିଲା ସତ

ହତ୍ୟାକାରୀ ମାନିଲା ସତ

କଟକ(ଓଡିଶା ହାଲଚାଲ):- ଜିଲ୍ଲା ମାହାଙ୍ଗା ଥାନା ଜେରକନ୍ଦ ଗ୍ରାମର ବୃଦ୍ଧ ଦିବାକର ବେହେରାଙ୍କୁ ପଥରରେ ଛେଚି ହତ୍ୟା ଘଟଣାରେ ପୋଲିସ 3ଜଣଙ୍କୁ ଗିରଫ କରିଛି।

ସେମାନେ ହେଲେ ଲଷ୍ମୀପ୍ରିୟା ବେହେରା, ବଳରାମ ବେହେରା ଓ ସୁଶାନ୍ତ ବେହେରା।। ସେମାନେ ସମସ୍ତେ ମୃତ ଦିବାକର ବେହେରାଙ୍କ ସମ୍ପର୍କୀୟ। ହତ୍ୟା କାଣ୍ଡ ଘଟାଇଥିବା ସ୍ଥାନକୁ ସେମାନଙ୍କୁ ନେଇ ସିନରିକ୍ରିଏସନ କରିବା ସହ ହତ୍ୟାକାଣ୍ଡରେ ବେବହୃତ ପଥରକୁ ଜବତ କରିଛି ପୋଲିସ।

ବ୍ୟକ୍ତିଗତ, ପାରିବାରିକ ଓ କିଛି ନିଜର ସମ୍ପର୍କରେ ତିକ୍ତତାକୁନେଇ ଅଭିଯୁକ୍ତମାନେ ହତ୍ୟା କରିଥିବା ସ୍ୱୀକାରକରିଛନ୍ତ । ସେମାନଙ୍କ ବିରୁଦ୍ଧରେ ଥାନା କେଶ ନଂ 178/23ରେ ମାମଲା ରଜୁକରାଇ କୋର୍ଟ ଚାଲାଣ କରାଯାଇଛି ବୋଲି sdpo ପ୍ରେସମିଟରେ ସୂଚନା ଦେଇଛନ୍ତି।

Related posts

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଡିଆରଜି ଯବାନ ଆହତ

Odisha Halchal

ସୋସିଆଲ ମିଡିଆରେ ଅନ୍ୟ ବ୍ୟକ୍ତିଙ୍କ ସହ ସ୍ତ୍ରୀଙ୍କ ଡୁଏଟ୍ ଭିଡିଓ: ଛୁରୀ ଭୁଷିଦେଲା ସ୍ୱାମୀ

Odisha Halchal

ଅଚିହ୍ନା ପୋକର ଆତଙ୍କ

Odisha Halchal

Leave a Comment