ଅପରାଧଓଡ଼ିଶା ଖବରନ୍ୟୁଜ୍

ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ମାଗୁଥିଲେ ୫ ଲକ୍ଷ ଟଙ୍କା

ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ମାଗୁଥିଲେ ୫ ଲକ୍ଷ ଟଙ୍କା

ମହଙ୍ଗା ପଡ଼ିଲା ମାଓବାଦୀଙ୍କ ନାଁରେ ଟଙ୍କା ମାଗିବା । ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ । ସଦର ଥାନା ପୋଲିସକୁ ଉଭୟଙ୍କୁ ବାନ୍ଧିଛି ।

ଖବର ଅନୁଯାୟୀ, ପୋଡାଗଡର ଜଣେ ବ୍ୟବସାୟୀଙ୍କୁ ୫ ଲକ୍ଷଟଙ୍କା ମାଗୁଥିଲେ । ଟଙ୍କା ନଦେଲେ ପରିବାରକୁ ହତ୍ୟା କରାଯିବା ନେଇ ଧମକ ଦେଇଥିଲେ ।

ପୋଲିସ ନିକଟରେ ଅଭିଯୋଗ ପରେ ମୋବାଇଲ ନମ୍ବର ଟ୍ରାକିଂ କରି ୨ ଜଣକୁ ଧରିଛି। ତଦନ୍ତ ଜାରି ରହିଛି ବୋଲି କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ ସୂଚନା ଦେଇଛନ୍ତି ।

Related posts

ଏଚ୍‌ଡିଏଫ୍‌ସି ବ୍ୟାଙ୍କ କିଓସ୍କ ମ୍ୟାନେଜରଙ୍କ ସମେତ ୩ ଗିରଫ

Odisha Halchal

ଆଗାମୀ ୫ ଦିନ ପର୍ଯ୍ୟନ୍ତ ଝଡ଼ବର୍ଷା ହେବାର ସମ୍ଭାବନା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ

Odisha Halchal

‘ରୋୟାଲ ଏନ୍‌ଫିଲ୍ଡ’ର ଗ୍ରାହକଙ୍କୁ ବଡ଼ ଝଟକା, କଂପାନୀ ବଢ଼ାଇଲା ନିଜର ସମସ୍ତ ବାଇକ୍‌ର ଦର

Odisha Halchal

Leave a Comment