ଓଡ଼ିଶା ଖବରଖେଳନ୍ୟୁଜ୍

ତିନି ଦିନିଆ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ

ତିନି ଦିନିଆ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ

ବଣାଇ:-(ରିପୋର୍ଟ :-ସୂରଜ ପ୍ରତାପ ମହାନ୍ତି) ବଣାଇଁ ସ୍ଥିତ ଇଣ୍ଡୋର୍ ଷ୍ଟାଡିୟମ୍ ରେ ଆଜିଠାରୁ ତିନି ଦିନିଆ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ ଉଦଘାଟିତ ହୋଇଯାଇଛି l

ଏଥିରେ ମୁଖ୍ୟ ଅତିଥି ଭାବେ ବଣାଇଁ ଡି ଏଫ୍ ଓ ସନଥ କୁମାର ଏନ୍ ଓ ସମ୍ମାନିତ ଅତିଥି ଭାବେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ସହକାରୀ ନିର୍ଦ୍ଦେଶକ ସୁଦାମ ମହାକୁଡ ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି lଟୁର୍ଣ୍ଣାମେଣ୍ଟ ରେ ରାଜ୍ୟ ର ସବୁ ଜିଲ୍ଲା ରୁ 47 ଗୋଟି ଦଳ ଭାଗ ନେଇଛନ୍ତି ଏବଂ ପ୍ରଥମ ଉଦଘାଟନୀ ମ୍ୟାଚ ରାଉରକେଲା ଓ ବଲାଙ୍ଗିର ମଧ୍ୟରେ ଅନୁଷ୍ଠିତ ହେଉଛି l

ଓଡିଶା ଷ୍ଟେଟ ବ୍ୟାଡମିଣ୍ଟନ ଆସୋସିଏସନ ର ସ୍ୱୀକୃତି ପ୍ରାପ୍ତ ଏହି ଟୁର୍ଣ୍ଣାମେଣ୍ଟ ରେ ଓ ଏସ୍ ବି ଏ ର 11 ଜଣ ରେଫରୀ ଖେଳ ପରିଚାଳନା କରୁଥିବା ଜଣାପଡ଼ିଛି l

Related posts

ଝୁଲନ୍ତା ଅବସ୍ଥାରେ ମୃତ ଦେହ

Odisha Halchal

ଗାଁ ର ପୋଖରୀରେ ଗାଧୋଇବା ହେଲା କାଳ

Odisha Halchal

ଇଡି ପଞ୍ଝାରେ କଂଗ୍ରେସ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ

Odisha Halchal

Leave a Comment