ଅପରାଧଓଡ଼ିଶା ଖବରନ୍ୟୁଜ୍

ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ମାଗୁଥିଲେ ୫ ଲକ୍ଷ ଟଙ୍କା

ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ମାଗୁଥିଲେ ୫ ଲକ୍ଷ ଟଙ୍କା

ମହଙ୍ଗା ପଡ଼ିଲା ମାଓବାଦୀଙ୍କ ନାଁରେ ଟଙ୍କା ମାଗିବା । ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ । ସଦର ଥାନା ପୋଲିସକୁ ଉଭୟଙ୍କୁ ବାନ୍ଧିଛି ।

ଖବର ଅନୁଯାୟୀ, ପୋଡାଗଡର ଜଣେ ବ୍ୟବସାୟୀଙ୍କୁ ୫ ଲକ୍ଷଟଙ୍କା ମାଗୁଥିଲେ । ଟଙ୍କା ନଦେଲେ ପରିବାରକୁ ହତ୍ୟା କରାଯିବା ନେଇ ଧମକ ଦେଇଥିଲେ ।

ପୋଲିସ ନିକଟରେ ଅଭିଯୋଗ ପରେ ମୋବାଇଲ ନମ୍ବର ଟ୍ରାକିଂ କରି ୨ ଜଣକୁ ଧରିଛି। ତଦନ୍ତ ଜାରି ରହିଛି ବୋଲି କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ ସୂଚନା ଦେଇଛନ୍ତି ।

Related posts

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସଂଘ ବୈଠକ

Odisha Halchal

ଦୁର୍ନୀତିରେ ଲିପ୍ତ ଶିକ୍ଷକ !

Odisha Halchal

ଭିଜିଲାନ୍ସ ଜାଲରେ ଆଇସିଡ଼ିଏସ ସୁପରଭାଇଜର

Odisha Halchal

Leave a Comment