Tuesday, August 9, 2022
Homeଅପରାଧପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ମାଗୁଥିଲେ ୫ ଲକ୍ଷ ଟଙ୍କା

ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ମାଗୁଥିଲେ ୫ ଲକ୍ଷ ଟଙ୍କା

ମହଙ୍ଗା ପଡ଼ିଲା ମାଓବାଦୀଙ୍କ ନାଁରେ ଟଙ୍କା ମାଗିବା । ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ । ସଦର ଥାନା ପୋଲିସକୁ ଉଭୟଙ୍କୁ ବାନ୍ଧିଛି ।

ଖବର ଅନୁଯାୟୀ, ପୋଡାଗଡର ଜଣେ ବ୍ୟବସାୟୀଙ୍କୁ ୫ ଲକ୍ଷଟଙ୍କା ମାଗୁଥିଲେ । ଟଙ୍କା ନଦେଲେ ପରିବାରକୁ ହତ୍ୟା କରାଯିବା ନେଇ ଧମକ ଦେଇଥିଲେ ।

ପୋଲିସ ନିକଟରେ ଅଭିଯୋଗ ପରେ ମୋବାଇଲ ନମ୍ବର ଟ୍ରାକିଂ କରି ୨ ଜଣକୁ ଧରିଛି। ତଦନ୍ତ ଜାରି ରହିଛି ବୋଲି କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ ସୂଚନା ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର